Dictionaries | References

ବଢ଼ାଇବା

   
Script: Odia

ବଢ଼ାଇବା

ori.wordnet.indo | Oriya  Oriya |   | 
 noun  କୌଣସି ସାଧାରଣ କଥାକୁ ବହୁତ ବଡ଼କରିବା / ଅବା କଳି-ତକରାଳର ରୂପଦେବା   Ex. ଆପଣ କଥାକୁ ବଢ଼ାଇଦେଇ ଆମ ଭିତରେ ଝଗଡ଼ା ଲଗାଇଦେଲେ
ONTOLOGY:
संप्रेषण (Communication)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 verb  ଅଧିକ ପ୍ରବଳ ବା ତୀବ୍ର କରିବ   Ex. ପଙ୍ଖାର ଗତିକୁ ଆଉ ଟିକିଏ ବଢ଼ାଇଦିଅ
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
ତୀବ୍ର କରିବ
 verb  ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା   Ex. ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  ପରିମାଣରେ ଅଧିକ କରିବା   Ex. ସେ ଭୋଜନର ପରିମାଣ ବଢ଼ାଇଦେଇଛି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
   see : ଲମ୍ବାକରିବା, ଟେକିବା, ଅନୁବର୍ଦ୍ଧନ କରିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP