Dictionaries | References ବ ବିନିମୟ Script: Odia Meaning Related Words ବିନିମୟ ori.wordnet.indo | Oriya Oriya Rate this meaning Thank you! 👍 noun ବସ୍ତୁଆଦିର ଦେବା ନେବାର ପ୍ରକ୍ରିୟା Ex. ପାରସ୍ପରିକ ବିନିମୟରେ ଜୀବନ ନିର୍ବାହକରିବା ପ୍ରଣାଳୀ ପ୍ରାଚୀନକାଳରୁ ରହିଛି / ବସ୍ତୁ ବିକ୍ରି କରିଥିବା ସମୟରେ ସେ ଠକିଦେଲା HYPONYMY:ବସ୍ତୁ ବିନିମୟ ମୁଦ୍ରା ବିନିମୟ ONTOLOGY:भौतिक प्रक्रिया (Physical Process) ➜ प्रक्रिया (Process) ➜ संज्ञा (Noun) SYNONYM:ବିକ୍ରି ଅଦଳବଦଳ ଆଦାନ-ପ୍ରଦାନWordnet:asmবিনিময় bdसोलायलायनाय benবিনিময় gujવિનિમય hinविनिमय kanವಿನಿಮಯ kasاَلدٕ بَدَل , ادلا بَدلی kokविनीमय malകൈമാറ്റം marविनिमय mniꯄꯤꯊꯣꯛ ꯄꯤꯁꯤꯟ꯭ꯇꯧꯕ nepविनिमय panਲੈਂਣ ਦੇਣ sanविनिमयः tamபறிமாற்றம் telవినిమయం urdلین دین , تبادلہ , ادلا بدلی , معاوضہ noun ଯେଉଁ ପ୍ରକ୍ରିୟାରେ ବିଭିନ୍ନ ପକ୍ଷ ବା ଦେଶମାନଙ୍କ ମଧ୍ୟରେ ଆଦାନ ପ୍ରଦାନ ବିନିମୟ ପତ୍ର ଅନୁସାରେ ହୋଇଥାଏ Ex. ଭାରତର ଅନେକ ଦେଶ ସହିତ ପଣ୍ୟଦ୍ରବ୍ୟ ବିନିମୟ ହୁଏ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:bdसोलायलायनाय kasتبادلہٕ kokविनिमय malവാണിജ്യ വിനിമയം mniꯄꯤꯊꯣꯛ ꯄꯤꯁꯤꯟ panਨਿਯਮਿਤ sanविनिमयः tamபண்டமாற்றம் telవినిమయం urdلین دین , تبادلہ , مبادلہ , ادلابدلی noun ଯେଉଁ ପ୍ରକ୍ରିୟାରେ ବିଭିନ୍ନ ଦେଶଗୁଡ଼ିକର ମୁଦ୍ରାର ଆପେକ୍ଷିକ ମୂଲ୍ୟ ସ୍ଥିର ହୋଇ ସେହି ଅନୁସାରେ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ଚାଲେ Ex. ବିନିମୟ କାରଣରୁ ଟଙ୍କାର ମୂଲ୍ୟ ପ୍ରତିଦିନ କମ୍-ବେଶୀ ହେଉଥାଏ Wordnet:bdसोलायलायनाय kasتَبادُلہٕ mniꯁꯦꯜ꯭ꯑꯣꯟꯊꯣꯛ ꯑꯣꯟꯁꯤꯟ sanविनिमय urdمبادلہ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP