Dictionaries | References

ବାଛିବା

   
Script: Odia

ବାଛିବା

ori.wordnet.indo | Oriya  Oriya |   | 
 verb  ସମୂହରୁ ଜିନିଷଗୁଡ଼ିକୁ ଅଲଗା କରିବା   Ex. ସେ ଟୋକେଇରୁ ଭଲ ଆମ୍ବ ବାଛୁଛି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ଗଛଗୁଡ଼ିକର ଚାରିପଟୁ ଘାସ ବାହାର କରିବା ଯାହାଦ୍ୱାରା ଗଛଗୁଡ଼ିକ ଠିକଭାବେ ବଢ଼ିପାରିବ   Ex. ଚାଷୀମାନେ ତାଙ୍କ ବିଲ ବାଛୁଛନ୍ତି
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
SYNONYM:
 verb  ଛୋଟ ଛୋଟ ବସ୍ତୁଗୁଡ଼ିକୁ ଗୋଟି ଗୋଟି କରି ହାତରେ ଉଠେଇବା   Ex. ମାଆ ଅଗଣାରେ ବସି ଚାଉଳରୁ ଗୋଡ଼ି ବାଛୁଛନ୍ତି
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  କିଛି ଲୋକଙ୍କ ଭିତରୁ କାହାରିକୁ ଆପଣାର ପ୍ରତିନିଧି କରିବା   Ex. କଂଗ୍ରେସ ଲୋକମାନେ ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅଧ୍ୟକ୍ଷ ରୂପେ ବାଛିଲେ
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  ଅନେକ ବସ୍ତୁ ମଧ୍ୟରୁ କିଛି ମନ ପସନ୍ଦ ବସ୍ତୁ ଅଲଗା କରିବା   Ex. ଲୁଗା ଦୋକାନରେ ନିଜ ପାଇଁ ମୁଁ ଦଶଟି ଶାଢ଼ୀ ବାଛିଲି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  ଖାଦ୍ୟଦ୍ରବ୍ୟରୁ କୁଟାକାଠି ବା କ୍ଷୁଦ୍ରଅଂଶ ଅଲଗା କରିବା   Ex. ମା ଚାଉଳ ବାଛୁଛନ୍ତି
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  ଅନାବଶ୍ୟକ ରୂପରେ ନିଜର ଯୋଗ୍ୟତା ଦେଖାଇବା   Ex. ଆମେ ତୁମକୁ ଜାଣୁ, ବେଶି ବାଛନାହିଁ / ସେ ବହୁତ ବାଛେ
HYPERNYMY:
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
   see : ଅଲଗା କରିବା, ଅଲଗାକରି ରଖିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP