Dictionaries | References

ବୁଣିବା

   
Script: Odia

ବୁଣିବା

ori.wordnet.indo | Oriya  Oriya |   | 
 noun  ବାଛିବା କ୍ରିୟା ବା ଭାବ   Ex. ଶ୍ରମିକମାନେ ଗହମ କଟା ହୋଇଥିବା କ୍ଷେତରେ ଯଅ ବୁଣୁଥିଲେ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
 verb  ଏପାଖ ସେପାଖ ଖେଳେଇବା   Ex. ଶିକାରୀ ଗଛ ତଳେ ଦାନା ବୁଣିଲେ
HYPERNYMY:
ଖେଳେଇ ଦେବା
Wordnet:
mniꯆꯥꯏꯊꯣꯛꯄ
urdبکھیرنا , منتشر کرنا , گرانا , چھترانا
 verb  ହାତ ବା ଯନ୍ତ୍ରରେ କିଛି ସୂତା ତଳ ଉପର କରି କୌଣସି ବସ୍ତୁ ତିଆରି କରିବା   Ex. ସୀତା ତା‌ ପିଲାପାଇଁ ଗୋଟିଏ ସୋଏଟର ବୁଣୁଛି
HYPERNYMY:
ONTOLOGY:
निर्माणसूचक (Creation)कर्मसूचक क्रिया (Verb of Action)क्रिया (Verb)
 verb  ଫସଲ ଉପୁଜାଇବାପାଇଁ ଖେତରେ ମଞ୍ଜି ଛାଟିବା ବା ଫିଙ୍ଗିବା   Ex. କୃଷକଟି ଖେତରେ ଧାନ ବୁଣୁଛି
ENTAILMENT:
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  କୌଣସି କଥାର ସୂତ୍ରପାତ କରିବା   Ex. ଛାଡ଼ପତ୍ର ଦେଇଥିବା ମହିଳା ନିଜ ପିଲା ମନରେ ସେମାନଙ୍କର ବାପ ପ୍ରତି ଘୃଣାର ବୀଜ ବୁଣିଲା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  କପାର ରେଶମ ଅଲଗା ଅଲଗା କରିବା   Ex. ମୁଲିଆ କପା ବୁଣୁଛି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ହାତଦ୍ୱାରା ଖେତରେ ମଞ୍ଜିକୁ ଛାଟି ବା ଫିଙ୍ଗି ବୁଣିବା   Ex. କୃଷକଟି ଖେତରେ ମଞ୍ଜି ବୁଣୁଛି
HYPERNYMY:
ବୁଣିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
ben(বীজ)ছড়ানো
urdپنوارنا , پویرنا
 verb  ବୁଣାବୁଣି କରିବା   Ex. ଖେତରେ ବିହନ ବୁଣାଯାଇଛି
HYPERNYMY:
ONTOLOGY:
होना क्रिया (Verb of Occur)क्रिया (Verb)
 verb  ବୁଣିବା କାର୍ଯ୍ୟ କରିବା   Ex. ମୁଁ ଖେତରେ ବିହନ ବୁଣୁଥିଲି
ONTOLOGY:
प्रेरणार्थक क्रिया (causative verb)क्रिया (Verb)
   see : ବିଞ୍ଛିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP