ପଶୁପକ୍ଷୀଆଦିଙ୍କ ହାତ ବା ପାଦର ଅଙ୍ଗୁଳି ସମୂହ
Ex. ବାଘଟି ଠେକୁଆକୁ ପଞ୍ଝାରେ ଧରିନେଲା
ONTOLOGY:
शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ପଶୁ ପକ୍ଷୀମାନଙ୍କ ପଞ୍ଝା
Ex. ମୂଷା ବାଘର ପଞ୍ଝାରେ ଫଶିଗଲା
ONTOLOGY:
शारीरिक अवस्था (Physiological State) ➜ अवस्था (State) ➜ संज्ञा (Noun)
Wordnet:
urdچنگل , پنجہ , مٹھی , گرفت ଜୋତାର ସମ୍ମୁଖ ଅଂଶ ଯେଉଁଠି ଆଙ୍ଗୁଠିଗୁଡ଼ିକ ଢାଙ୍କି ହୋଇରହିଥାଏ
Ex. ଏହି ଜୋତାର ପଞ୍ଝା ଫାଟି ଯାଇଛି
ONTOLOGY:
भाग (Part of) ➜ संज्ञा (Noun)
ପଞ୍ଝାର ଲାକ୍ଷଣିକ ପ୍ରୟୋଗ
Ex. ମୃତ୍ୟୁ ପଞ୍ଝାରୁ କେହି ବଞ୍ଚି ପାରିବ ନାହିଁ
ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ହାତ ବା ଗୋଡର ସେହି ଅଲଗା ଅଙ୍ଗ ଯେଉଁଥିରେ ହାତର ବା ପାଦର ପାଞ୍ଚଟି ଅଙ୍ଗୁଳି ରହିଥାଏ
Ex. ତାର ପଞ୍ଝାର ଚମଡା ଅଲଗା ହୋଇଯାଇଛି
ONTOLOGY:
भाग (Part of) ➜ संज्ञा (Noun)