Dictionaries | References

ନଗଣ୍ୟ

   
Script: Odia

ନଗଣ୍ୟ     

ori.wordnet.indo | Oriya  Oriya
adjective  ଯାହା ଗଣନାରେ ନାହିଁ ବା ଯାହାର କୌଣସି ଗଣନା ହୁଏ ନାହିଁ ବା ବହୁତ କମ୍‌ ଗୁରୁତ୍ୱ ଥାଏ   Ex. ଯେଉଁଠିକୁ ବଡ଼ବଡ଼ ବିଦ୍ୱାନ ଆସୁଛନ୍ତି ସେଠାରେ ଆମଭଳି ନଗଣ୍ୟ ବ୍ୟକ୍ତିମାନଙ୍କୁ କିଏ ପଚାରିବ / ତାକୁ ଏମିତି ସେମିତି ଭାବନାହିଁ
MODIFIES NOUN:
କାମ ତତ୍ତ୍ୱ
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
SYNONYM:
ମାମୁଲି ତୁଚ୍ଛ ଏମିତି ସେମିତି ସାଧାରଣ ଅକିଞ୍ଚନ
Wordnet:
asmনগণ্য
bdनेहाद
benনগণ্য
gujમામૂલી
hinनगण्य
kanನಗಣ್ಯ
kasآنجٲرۍ مانٛجٲرۍ
kokसादें
malസാധാരണക്കാരായ
marक्षुल्लक
mniꯀꯔꯤꯁꯨ꯭ꯂꯩꯇꯕ
nepनगण्य
panਐਂਵੇ
sanनगण्य
tamஅற்பமான
telసాదారణమైన
urdمعمولی , ناچیز , ادنی , ایراغیرا , ایساویسا , حقیر , چھوٹا , کم وقعت , بے وقعت
noun  ଯାହାର କିଛି ମହତ୍ତ୍ୱ ନଥାଏ   Ex. ନଗଣ୍ୟମାନଙ୍କୁ କିଏ ଗୁରୁତ୍ୱ ଦିଏ
ONTOLOGY:
संज्ञा (Noun)
SYNONYM:
ମହତ୍ତ୍ୱହୀନ ତୁଚ୍ଛ
Wordnet:
benনগণ্য
hinनगण्य
sanअवरम्
urdحقیر , غیرضروری , غیراہم , بےکار
See : ହେୟ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP