ଘର, ଭବନଆଦି ତିଆରି କରିବା ପୂର୍ବରୁ ଭୂମି ଉପରେ କାନ୍ଥ, ବଖରାଆଦିର ରେଖାଙ୍କିତ ଚିତ୍ର
Ex. ବାପା ଏହି ଘରର ନକ୍ସା ନିଜେ ତିଆରି କରିଥିଲେ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujનક્શો
hinनक्शा
kanವಿನ್ಯಾಸರಚನೆ
kasنقشہٕ
malപ്ളാന്
nepनक्सा
panਨਕਸ਼ਾ
urdنقشہ , خاکہ
କୌଣସି ବସ୍ତୁ,କାର୍ଯ୍ୟ ଆଦିକୁ କରିବା ନିମନ୍ତେ ପ୍ରଥମରୁ ତିଆରି କରା ଯାଇଥିବା ତାର ଅମୂର୍ତ୍ତ ବା ମୂର୍ତ୍ତ ରୂପ
Ex. ଆମକୁ ପ୍ରଥମେ ନିଜ କାର୍ଯ୍ୟ ଯୋଜନାର ନକ୍ସା ତିଆରି କରିବାକୁ ହେବ
ONTOLOGY:
गुण (Quality) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
kanಅಂದಾಜು ನಕ್ಷೆ
kasخاکہٕ
marआराखडा