Dictionaries | References

ଧାରଣା

   
Script: Odia

ଧାରଣା

ori.wordnet.indo | Oriya  Oriya |   | 
 noun  କୌଣସି ବିଷୟରେ ମନରେ ହେଉଥିବା କୌଣସି ବିଚାର କିମ୍ବା ମତ   Ex. ତା ପ୍ରତି ମୋର ଧାରଣା ଭୁଲ ଥିଲା
ONTOLOGY:
संकल्पना (concept)अमूर्त (Abstract)निर्जीव (Inanimate)संज्ञा (Noun)
 noun  କାହାଠାରୁ ନିଜର କୌଣସି ଆବଶ୍ୟକତା ପୂର୍ଣ୍ଣ କରିବା ବା ତାକୁ କୌଣସି ଅନୁଚିତ କାମ କରିବାରୁ ରୋକିବାପାଇଁ ତା ପାଖରେ ବା ଦୁଆରରେ ଜିଦ୍‌ ଧରି ବସିବାର କ୍ରିୟା   Ex. ପୋଲିସ ହାଜତରେ ହୋଇଥିବା ମୃତ୍ୟୁର ତଦନ୍ତ କରିବାପାଇଁ ଲୋକମାନେ ଥାନା ଆଗରେ ଧାରଣା ଦେଲେ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଛାତ ବା ଛପରର ଭାରକୁ ସମ୍ଭାଳିବା ଲାଗି କାନ୍ଥ ବା ଖୁଣ୍ଟରେ ଆଡ଼ିରେ ବନ୍ଧାଯାଉଥିବା ଲାଠି   Ex. ରାମଦୀନ ନିଜର କୁଡ଼ିଆରେ ଶାଗୁଆନର ଧାରଣା ଲଗାଇଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଗୋଲାକାର,ଚେପଟା ବା ଚାରିକୋଣିଆ ପତଳା କାଠର ଯେଉଁ ବଲ୍ଲା ଖଟର ଲମ୍ବା ଓ ଚଉଡାରେ ଦୁଇପଟୁ ଥାଏ   Ex. ଏହି ପଲଙ୍କର ଧାରଣା ଭାରି ମଝବୁତ
HYPONYMY:
MERO STUFF OBJECT:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
Wordnet:
malകട്ടിലിന്റെ ചെര്‍പ്പ്
tamநீளப்போக்கு சட்டம்
urdپاٹی , تختی
   see : ଜ୍ଞାନ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP