Dictionaries | References

ଛାୟା

   
Script: Odia

ଛାୟା

ori.wordnet.indo | Oriya  Oriya |   | 
 noun  ଆଲୋକର ଆଗରେ ବା ପଛରେ ଥିବା ବେଳେ ପଛ ବା ଆଗରେ ପଡ଼ିଥିବା କୌଣସି ବସ୍ତୁ ଆକୃତିର ଅନୁରୂପ ଛାୟା   Ex. ପିଲାଟି ନିଜ ଛାଇ ଦେଖି ଖୁସି ହେଉଛି
ONTOLOGY:
ज्ञान (Cognition)अमूर्त (Abstract)निर्जीव (Inanimate)संज्ञा (Noun)
 noun  ସୂର୍ଯ୍ୟଦେବଙ୍କର ଜଣେ ପତ୍ନୀ   Ex. ସୂର୍ଯ୍ୟ ଏବଂ ଛାୟାଙ୍କର ପୁତ୍ର ଥିଲେ ଶନି ଦେବ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ଗୋଟିଏ ରାଗିଣୀ   Ex. ସଙ୍ଗୀତକାର ଛାୟା ବିଷୟରେ କହୁଥିଲେ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
tamசாயா ராகம்
 noun  ପ୍ରାୟ କାହାର ପଛରେ ବା ସାଥିରେ ଲାଗି ରହିଥିବା ବ୍ୟକ୍ତି ବା ପଦାର୍ଥ   Ex. ସେହି ଦୁଇ ସାଙ୍ଗ ଜଣେ ଅନ୍ୟ ଜଣକର ଛାୟା ସଦୃଶ
ONTOLOGY:
संज्ञा (Noun)
Wordnet:
   see : ଛାଇ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP