Dictionaries | References

ଗର୍ବ

   
Script: Odia

ଗର୍ବ

ori.wordnet.indo | Oriya  Oriya |   | 
 noun  କୌଣସି ବସ୍ତୁ ବା କଥା ସମ୍ପର୍କରେ ମନରେ ଉଠୁଥିବା ଏହି ଭାବ ଯାହାଦ୍ୱାରା ମହତ୍ତ୍ୱ ପ୍ରାପ୍ତି ହୁଏ ବା ଗର୍ବ କରାଯାଏ   Ex. ସବୁବେଳେ ଗର୍ବରେ ଛାତି ଫୁଲେଇ ଚାଲୁଥିବା ସାହୁକାରକୁ ଆଜି ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଲା/ ଆମେ ଆଜି ଆମ ଦେଶକୁ ନେଇ ଗର୍ବ କରୁଛୁ
ONTOLOGY:
संवेग (emotion)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଗର୍ବ କିମ୍ବା ଅଭିମାନ କରିବାର ପ୍ରକ୍ରିୟା   Ex. ଆମକୁ ଜୀବନରେ ଏପରି ହେବା ଦରକାର ଯେ ସମସ୍ତେ ଗର୍ବ କରିବେ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
   see : ଫୁଟାଣି, ଅହଂକାର, ବଡ଼ାଇ, ଅହଂକାର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP