Dictionaries | References

ଖାଇବା

   
Script: Odia

ଖାଇବା

ori.wordnet.indo | Oriya  Oriya |   | 
 adjective  ଯାହା ଖାଇବା ଯୋଗ୍ୟ   Ex. ଖାଇବା ଫଳକୁ ଧୋଇଲାପରେ ହିଁ ଉପଯୋଗ କରାଯିବା ଉଚିତ
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
 verb  ଆହାରଆଦିକୁ ମୁଁହଦ୍ୱାରା ପେଟ ଭିତରକୁ ନେଇଯିବା   Ex. ବାଘ ମାଂସ ଖାଉଛି
ONTOLOGY:
उपभोगसूचक (Consumption)खाना इत्यादि (VOA)">कर्मसूचक क्रिया (Verb of Action)क्रिया (Verb)
Wordnet:
 verb  ବାୟୁ, ଆର୍ଦ୍ରତା, ଅମ୍ଳ ଆଦି ଯୋଗୁଁ ଧାତୁ କ୍ଷୟ ହେବା   Ex. ବର୍ଷାରେ ଲୁହାକୁ କଳଙ୍କି ଖାଇଯାଏ
HYPERNYMY:
ONTOLOGY:
विनाशसूचक (Destruction)खाना इत्यादि (VOA)">कर्मसूचक क्रिया (Verb of Action)क्रिया (Verb)
 verb  ଚିନ୍ତା, ରୋଗ ଆଦି କାରଣରୁ ଶରୀର ଉପରେ କୁପ୍ରଭାବ ପଡ଼ିବା ବା କାହାର ମୃତ୍ୟୁ ହେବା   Ex. ବୋହୂର ମୃତ୍ୟୁ ପରେ ହିଁ ମାଆକୁ ଚିନ୍ତା ଖାଇଗଲା
ONTOLOGY:
खाना इत्यादि (VOA)">कर्मसूचक क्रिया (Verb of Action)क्रिया (Verb)
Wordnet:
malകാര്ന്നു തിന്നുക
mniꯑꯅꯥꯂꯣꯏꯕ
urdکھانا , گھلانا
 verb  ଘରେ କେହି ନୂଆ ବ୍ୟକ୍ତିଙ୍କ ଆଗମନ ହେଉଁହେଉଁ ସେହି ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେବା   Ex. ଜନ୍ମ ହେବାମାତ୍ରେ ହିଁ ସେ ତା ମାଆକୁ ଖାଇଗଲା
ENTAILMENT:
HYPERNYMY:
ONTOLOGY:
खाना इत्यादि (VOA)">कर्मसूचक क्रिया (Verb of Action)क्रिया (Verb)
 verb  (ବ୍ୟକ୍ତିର ଗୁଣ ଆଦି) ନଷ୍ଟ କରିବା   Ex. ଗର୍ବ ମଣିଷକୁ ଖାଇଯାଏ
HYPERNYMY:
ଉଡ଼ାଇ ଦେବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
 verb  ଖର୍ଚ୍ଚ କରିଦେବା ବା ଉଡ଼ାଇଦେବା   Ex. ଏତିକି ମାତ୍ର ଜିନିଷ ! ସବୁ ପଇସା ଖାଇଗଲ ନା କ'ଣ?
ONTOLOGY:
उपभोगसूचक (Consumption)खाना इत्यादि (VOA)">कर्मसूचक क्रिया (Verb of Action)क्रिया (Verb)
 noun  ଖାଇବାର ପ୍ରକ୍ରିୟା   Ex. ଆଜି ସକାଳଠାରୁ ଖାଇବା ହେଉଛି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
urdکھوائی , خوردگی
   see : ଭକ୍ଷଣ କରିବା, ଭକ୍ଷଣ, ସେବନ, ପିଇବା, ଭୋଜନ କରିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP