|
verb ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
Ex. ସୀମା ‘ଡ’ କୁ ‘ର’ କହେ
ONTOLOGY: संप्रेषणसूचक (Communication) ➜ कर्मसूचक क्रिया (Verb of Action) ➜ क्रिया (Verb) verb କିଛି କରିବାପାଇଁ ଆଦେଶଦେବା
Ex. ଗୁରୁ ତୁମକୁ ଘରକୁ ଯିବାପାଇଁ କହିଛନ୍ତି / ସେ ନିଜେ କିଛି କରେ ନାହିଁ କେବଳ ଅନ୍ୟକୁ ବରାଦ କରେ
ONTOLOGY: संप्रेषणसूचक (Communication) ➜ कर्मसूचक क्रिया (Verb of Action) ➜ क्रिया (Verb) verb କୌଣସି ବସ୍ତୁ, ସୂଚନାଆଦି କାହାକୁ ବତାଇବା
Ex. ସେ ମୋତେ କହିଲା ଯେ ସେ କାମ ଛାଡ଼ିକରି ଯାଉଛି
ONTOLOGY: संप्रेषणसूचक (Communication) ➜ कर्मसूचक क्रिया (Verb of Action) ➜ क्रिया (Verb) verb କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା
Ex. ରହିମ ଆଜି ଆସିବନି ବୋଲି ସେ କହିଲା
ONTOLOGY: परिवर्तनसूचक (Change) ➜ कर्मसूचक क्रिया (Verb of Action) ➜ क्रिया (Verb) verb ନିର୍ଦ୍ଧିଷ୍ଟ ଭାବେ କହିବା
Ex. ସେ ମୋତେ ସାହାଯ୍ୟ କରିବାପାଇଁ କହିଥିଲା
ONTOLOGY: अवस्थासूचक क्रिया (Verb of State) ➜ क्रिया (Verb) Wordnet: urdکہنا , بولنا , آوازنکالنا , گفتگوکرنا verb କିଛି କହିକି ବାଧକ ହେବା
Ex. ଆପଣ ମଝିରେ କୁହନ୍ତୁ ନାହିଁ / ଆପଣ ମଝିରେ କଣ ପାଇଁ କୁହୁଛନ୍ତି? verb କୌଣସି ନାମରେ ଜଣାଯିବା
Ex. ଲୋକ ଗାନ୍ଧୀଙ୍କୁ ବାପୁ ମଧ୍ୟ କହନ୍ତି
ONTOLOGY: संप्रेषणसूचक (Communication) ➜ कर्मसूचक क्रिया (Verb of Action) ➜ क्रिया (Verb) verb ମୁହଁରେ କୌଣସି କଥା, ବିଚାରଆଦି ବ୍ୟକ୍ତ କରିବା
Ex. ଆପଣଙ୍କର କିଛି ଦରକାର ହେଲେ ମୋତେ କହନ୍ତୁ
ONTOLOGY: संप्रेषणसूचक (Communication) ➜ कर्मसूचक क्रिया (Verb of Action) ➜ क्रिया (Verb) verb କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା
Ex. ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି
ONTOLOGY: संप्रेषणसूचक (Communication) ➜ कर्मसूचक क्रिया (Verb of Action) ➜ क्रिया (Verb) see : ଭାଷଣଦେବା, ଶିକ୍ଷା ଦେବା, ଶୁଣେଇବା, ଶୁଣାଇବା, ପ୍ରକାଶ କରିବା
|