Dictionaries | References

ଆଶା

   
Script: Odia

ଆଶା     

ori.wordnet.indo | Oriya  Oriya
noun  କାହାରି ଉପରେ ଭରସା ରଖିବାର କ୍ରିୟା ଯେପରିକି କୌଣସି କାମ ତାଙ୍କ ଦ୍ୱାରା ହୋଇପାରିବ ବା ହୋଇଯିବ   Ex. ପ୍ରତ୍ୟେକ ପିତାଙ୍କର ନିଜ ପୁତ୍ର ଉପରେ ଏହି ଆଶା ଥାଏ ଯେ ସେ ନିଜ ଜୀବନରେ ସଫଳ ହେଉ
HYPONYMY:
ପୂର୍ବଚୁକ୍ତି
ONTOLOGY:
मनोवैज्ञानिक लक्षण (Psychological Feature)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପ୍ରତ୍ୟାଶା ଭରସା ଆକାଂକ୍ଷା
Wordnet:
asmআকাংক্ষা
bdमिजिं
benপ্রত্যাশা
gujઅપેક્ષા
hinअपेक्षा
kanಅಪೇಕ್ಷೆ
kasوۄمید , اُومیٖد
kokअपेक्षा
malപ്രതീക്ഷ
nepअपेक्षा
panਇੱਛਾ
tamவிருப்பம்
telఆకాంక్ష
urdتوقع , امید , خواہش , آرزو , تمنا ,
noun  ଅମୁକ କାର୍ଯ୍ୟ ହୋଇଯିବ ବା ଅମୁକ ପଦାର୍ଥ ଆମକୁ ମିଳିଯିବ, ମନର ଏପ୍ରକାର ଭାବ   Ex. ଆମେ ତା’ଠାରୁ ଏଭଳି ବ୍ୟବହାର ଆଶା କରୁନଥିଲୁ
HOLO MEMBER COLLECTION:
ସପ୍ତ ସଦଗୁଣ
HYPONYMY:
ଦୁରାଶା ଆଶ୍ରା ପୂର୍ଣ୍ଣ ଆଶା
ONTOLOGY:
मनोवैज्ञानिक लक्षण (Psychological Feature)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପ୍ରତ୍ୟାଶା
Wordnet:
asmআশা
gujઆશા
hinआशा
kanಆಶೆ
kasاُمید , وۄمید
malആശ
marआशा
mniꯑꯥꯁꯥ
nepआशा
panਆਸ
sanआशा
urdامید , توقع , آسرا , آس
noun  ଯାହା ଉପରେ କାହାରି ଆଶା ରହିଛି ବା କେନ୍ଦ୍ରିତ ହୋଇଛି   Ex. ବିଜୟ ନିମନ୍ତେ ଆପଣ ହିଁ ମୋର ଆଶା/ମୋ ନିମନ୍ତେ ଆପଣ ହିଁ ଏକମାତ୍ର ଆଶା ଥିଲେ ଏବଂ ଆପଣ ବି ଉତ୍ତର ଦେଇଦେଲେ
ONTOLOGY:
संज्ञा (Noun)
Wordnet:
benআশা
gujઆશા
mniꯅꯤꯡꯖꯔꯤꯕ
panਆਸ
urdامید کرنا , توقع کرنا
noun  ଦକ୍ଷ ପ୍ରଜାପତିଙ୍କର ଜଣେ କନ୍ୟା   Ex. ପୁରାଣରେ ଆଶାଙ୍କ ବର୍ଣ୍ଣନା ମିଳେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
Wordnet:
kasآشا
sanआशा
urdآشا
See : ବିଶ୍ୱାସ, ଇଚ୍ଛା, ଆଶା ରାଗ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP