ବୃଷଭାନୁଙ୍କ ଯେଉଁ ଝିଅ କୃଷ୍ଣଙ୍କ ପ୍ରେମିକା ଥିଲେ
Ex. ବହୁ କବି ରାଧା ଓ କୃଷ୍ଣଙ୍କ ପ୍ରେମର ଖୁବସୁନ୍ଦର ବର୍ଣ୍ଣନା କରିଛନ୍ତି
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
SYNONYM:
ରାଧିକା ଶ୍ୟାମା ରାଧାରାଣୀ ବୃନ୍ଦାବନେଶ୍ୱରୀ ବୃଷଭାନବା ରାସେଶ୍ୱରୀ କେଶବପ୍ରିୟା କୃଷ୍ଣପ୍ରିୟା
Wordnet:
asmৰাধা
benরাধা
gujરાધા
hinराधा
kanರಾಧಾ
kokराधा
malരാധ
marराधा
mniꯔꯥDꯥ
panਰਾਧਾ
sanराधा
tamராதா
telరాధ
urdرادھا
ଅଧିରଥଙ୍କ ପତ୍ନୀ
Ex. ରାଧା ଏବଂ ଅଧିରଥ ଦୁହେଁ କର୍ଣ୍ଣଙ୍କୁ ପାଳନପୋଷଣ କରିଥିଲେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)