Dictionaries | References

ଆହାର୍ଯ୍ୟ

   
Script: Odia

ଆହାର୍ଯ୍ୟ     

ori.wordnet.indo | Oriya  Oriya
adjective  ଆହାରର ବା ଆହାର ସହିତ ସମ୍ବନ୍ଧିତ   Ex. ମାଆ ଆହାର୍ଯ୍ୟ ବସ୍ତୁଗୁଡ଼ିକୁ ବନ୍ଦ ଡବାରେ ରଖୁଛନ୍ତି
MODIFIES NOUN:
ଖାଦ୍ୟବସ୍ତୁ ପ୍ରକ୍ରିୟା
ONTOLOGY:
संबंधसूचक (Relational)विशेषण (Adjective)
Wordnet:
benআহার্য্য
gujઆહારિક
hinआहारीय
kanಆಹಾರದ
malആഹാ‍ര
panਖਾਣ ਯੋਗ
sanआहारीय
tamஉணவுசார்ந்த
telఆహారమైన
urdغذائی , خوردنی
noun  ସାହିତ୍ୟରେ ଏକ ପ୍ରକାରର ଅନୁଭାବ ଯେଉଁଥିରେ ନାୟକ ଏବଂ ନାୟିକା ଜଣେ ଅନ୍ୟ ଜଣଙ୍କର ବେଶ ଧାରଣ କରି ବିହାର କରନ୍ତି   Ex. ସୂରଦାସଙ୍କ ରଚନାମାନଙ୍କରେ ରାଧା କୃଷ୍ଣଙ୍କ ଆହାର୍ଯ୍ୟର ବଡ ସୁନ୍ଦର ବର୍ଣ୍ଣନା ମିଳେ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
urdآہاریہ , تبادلات پوشاک
noun  ବୈଦ୍ୟ ଶାସ୍ତ୍ର ଅନୁସାରେ କଟାକଟି ବା ଶଲ୍ୟ ଚିକିତ୍ସା ବିନା ଯେଉଁ ରୋଗ ଭଲ ହୁଏ ନାହିଁ   Ex. ଆହାର୍ଯ୍ୟରେ ପୀଡିତ ରୋଗୀ ପାଖରେ ଶଲ୍ୟ ଚିକିତ୍ସା ନିମନ୍ତେ ପଇସା ନାହିଁ
ONTOLOGY:
रोग (Disease)शारीरिक अवस्था (Physiological State)अवस्था (State)संज्ञा (Noun)
Wordnet:
sanआहार्यम्
urdآہاریہ
See : ଆହାର୍ଯ୍ୟାଭିନୟ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP