Dictionaries | References

ଭସ୍ମ

   
Script: Odia

ଭସ୍ମ

ori.wordnet.indo | Oriya  Oriya |   | 
 noun  ଯଜ୍ଞର ପାଉଁଶ ଯାହାକୁ ଶିବଭକ୍ତ ମୁଣ୍ଡରେ ଲଗାନ୍ତି ଏବଂ ଶରୀରରେ ବୋଳିଥାନ୍ତି   Ex. ସାଧୁବାବା ଭସ୍ମ ଲଗେଇ ସାଧନାରେ ମଗ୍ନ ଅଛନ୍ତି
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
 noun  ଚିକିତ୍ସାଶାସ୍ତ୍ରରେ ଔଷଧରୂପେ ବ୍ୟବହାର କରିବାପାଇଁ ଧାତୁଆଦିର ଯେଉଁରୂପକୁ ଏକ ବିଶିଷ୍ଟ ପ୍ରକ୍ରିୟାଦ୍ୱାରା ଫୁଙ୍କିବାଫଳରେ ପ୍ରାପ୍ତ ହୋଇଥାଏ   Ex. ଚ୍ୟବନପ୍ରାସରେ ସୁନା, ରୁପା ଆଦିର ଭସ୍ମ ମଧ୍ୟ ମିଶାଯାଏ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ବନସ୍ପତି ଆଦିକୁ ଭସ୍ମକରି ପ୍ରସ୍ତୁତ କରାଯାଇଥିବା ଖାର   Ex. କଦଳୀର ପତ୍ରରୁ ପ୍ରାପ୍ତ ଭସ୍ମକୁ ମହୁ ସହିତ ମିଶାଇ ଖାଇଲେ କାଶ ଭଲହୁଏ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP