Dictionaries | References

ପଦ୍ମ

   
Script: Odia

ପଦ୍ମ

ori.wordnet.indo | Oriya  Oriya |   | 
 noun  ପାଣିରେ ହେଉଥିବା ଏକ ଗଛର ଫୁଲ ଯାହା ବହୁତ ସୁନ୍ଦର ଦେଖାଯାଏ   Ex. ପୋଖରୀରେ କେତେ ରଙ୍ଗର ପଦ୍ମଫୁଲ ଫୁଟିଛି / କମଳ ଯୋଗୁଁ ସରୋବରର ଶୋଭା ବଢ଼ିଯାଏ
HOLO COMPONENT OBJECT:
ପଦ୍ମ
HOLO MEMBER COLLECTION:
ପଦ୍ମ ପୋଖରୀ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
Wordnet:
 noun  ଜଳରେ ଉତ୍ପନ୍ନ ହେଉଥିବା ଏକ ଛୋଟ ଗଛ ଯାହା ନିଜର ସୁନ୍ଦର ଫୁଲ ନିମନ୍ତେ ପ୍ରସିଦ୍ଧ   Ex. ପିଲାମାନେ ଖେଳି-ଖେଳି ପୋଖରୀରୁ ପଦ୍ମ ତୋଳୁଛନ୍ତି
HOLO MEMBER COLLECTION:
ପଦ୍ମ ସମୂହ
MERO COMPONENT OBJECT:
ପଦ୍ମ
ONTOLOGY:
जलीय वनस्पति (Aquatic Plant)वनस्पति (Flora)सजीव (Animate)संज्ञा (Noun)
 adjective  ଶହେ ନୀଳ   Ex. ପବନରେ ପଦ୍ମ କୀଟାଣୁ ଥିଲେ ବି ଆମକୁ ଦେଖାଯାଏ ନାହିଁ
ONTOLOGY:
संख्यासूचक (Numeral)विवरणात्मक (Descriptive)विशेषण (Adjective)
Wordnet:
kanಒಂದು ಲಕ್ಷ ಶತಕೋಟಿ
kasپَدٕم , اَکھ کاڑرِلِیَن۱٠٠٠٠٠٠٠٠٠٠٠٠٠٠٠
malപതിനായിരൻ കോടി
mniꯄꯗꯃ꯭
urdپدن , ۱۰۰۰۰۰۰۰۰۰۰۰۰۰۰۰
 noun  ଶହେ ନୀଳର ସଂଖ୍ୟା   Ex. ନିଜନିଜର ଉତ୍ତର ପୁସ୍ତିକାରେ ଅଙ୍କରେ ଚାରି ପଦ୍ମ ଦୁଇଶହ ତିନି ଲେଖ
ONTOLOGY:
समूह (Group)संज्ञा (Noun)
Wordnet:
benদশলাখ বিলিয়ন
malപദ്മം(ശബ്ദ താരാവലിയില് ഒന്ന് അര്ഥം നോക്കുക)
urdپدم , ۱۰۰۰۰۰۰۰۰۰۰۰۰۰۰۰ , 1000000000000000
 noun  ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକସ୍ଥାନରୁ ଗଣିଲେ ଷୋଡ଼ଶ ସ୍ଥାନ ଯେଉଁଠି ପଦ୍ମରେ ଗୁଣିତ ହେବା ବୋଧ ହୁଏ   Ex. ତିନି ପଦ୍ମ ଦୁଇରେ ପଦ୍ମ ସ୍ଥାନରେ ତିନି ଅଛି
ONTOLOGY:
स्थान (Place)निर्जीव (Inanimate)संज्ञा (Noun)
Wordnet:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP