Dictionaries | References

ଶଙ୍ଖ

   
Script: Odia

ଶଙ୍ଖ

ori.wordnet.indo | Oriya  Oriya |   | 
 noun  ଖୁବ ପବିତ୍ର ବିଚାର କରାଯାଉଥିବା ଏବଂ ଧାର୍ମିକ କାର୍ଯ୍ୟ ବା ଦେବତାମାନଙ୍କ ଆଗରେ ବଜାଯାଉଥିବା ଏକପ୍ରକାର ବଡ଼ ଗେଣ୍ଡାର ଅସ୍ଥି   Ex. ପଣ୍ଡିତ ସତ୍ୟନାରାୟଣ କଥା ଚାଲିଥିଲାବେଳେ ଶଙ୍ଖ ବଜାଉଥିଲେ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
Wordnet:
 noun  ବହୁତ ଛୋଟ ପୋଲ ଯାହା ପ୍ରାୟତଃ ଛୋଟ ନାଳସବୁ ପାରି କରିବାପାଇଁ ରାସ୍ତାରେ ତିଆରି କରାଯାଇଥାଏ   Ex. ବିଦ୍ୟାଳୟକୁ ଯିବା ସମୟରେ ପିଲାମାନଙ୍କୁ ପୋଲ ପାରିକରି ଯିବାକୁ ପଡ଼େ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଏକରେ ସତରଟି ଶୂନ ଲଗାଇଲେ ମିଳୁଥିବା ସଂଖ୍ୟା   Ex. ଏକ ଶଙ୍ଖ ଶହେ ପଦ୍ମ ସହିତ ସମାନ
ONTOLOGY:
समूह (Group)संज्ञा (Noun)
 adjective  ଶହେ ପଦ୍ମ   Ex. ଜଳରେ ଶଙ୍ଖଠାରୁ ବି ଅଧିକ ଜୀବ ରହନ୍ତି
ONTOLOGY:
संख्यासूचक (Numeral)विवरणात्मक (Descriptive)विशेषण (Adjective)
Wordnet:
kasشَنکھ , ہَتھ کاڑرِلِیَن , ۱٠٠٠٠٠٠٠٠٠٠٠٠٠٠٠٠٠
mniꯁꯪꯈ
urdشنکھ , ۱۰۰۰۰۰۰۰۰۰۰۰۰۰۰۰۰۰
 noun  ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକସ୍ଥାନରୁ ଗଣିଲେ ଅଷ୍ଟାଦଶ ସ୍ଥାନରେ ଯେଉଁଠି ଶଙ୍ଖରେ ଗୁଣିତ ହେବା ବୋଧ ହୁଏ   Ex. ନଅ ଶଙ୍ଖ ଆଠରେ ଶଙ୍ଖସ୍ଥାନରେ ନଅ ଅଛି
ONTOLOGY:
स्थान (Place)निर्जीव (Inanimate)संज्ञा (Noun)
Wordnet:
   see : ଶଂଖ, ଶଂଖ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP