Dictionaries | References

ଚକ

   
Script: Odia

ଚକ

ori.wordnet.indo | Oriya  Oriya |   | 
 noun  ଗାଡିର ଚକ ଭଳି ଦିଶୁଥିବା ଯେଉଁ ଗୋଲାକାର ଜିନିଷଟି ପ୍ରାୟ ଘୁରୁଥାଏ କିମ୍ବା ଯାହାକୁ ଘୁରାଇବାପାଇଁ ତିଆରି କରାଯାଇଅଛି ବା ଯାହା ଦେଖିବାକୁ ଗାଡି ଚକ ପରି   Ex. କୁମ୍ଭାର ଚକ ଏକ ପ୍ରକାରର ଚକ୍ର
HYPONYMY:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଚକ୍ର
Wordnet:
mniꯎꯔꯨ ꯎꯔꯨ꯭ꯂꯩꯕ꯭꯭ꯄꯣꯠ
urdچاک , چکا
 noun  ଯେଉଁ କୀଳକ ଉପରେ ଘୁରୁଥିବା ଚକ୍ର ଉପରେ କୁମ୍ଭାର ହାଣ୍ଡିମାଠିଆ ତିଆରି କରେ   Ex. କୁମ୍ଭାର ହାଣ୍ଡିମାଠିଆ ତିଆରି କରିବାପାଇଁ କୁମ୍ଭାରଚକକୁ ଘୁରାଇଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
Wordnet:
kasارہَٹ , کرٛالہٕ ژرٔٹ
mniꯆꯀꯔ꯭
 noun  ଗାଡ଼ି ବା କଳଆଦିରେ ଲଗାଯାଉଥିବା ଯେଉଁ ଚକ ଘୁରିଲେ ଗାଡ଼ି ବା କଳ ଚାଲେ   Ex. ଏହି ଗାଡ଼ିର ଆଗ ଚକଟି ଖରାପ ହୋଇଯାଇଛି
HOLO COMPONENT OBJECT:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
Wordnet:
mniꯆꯛꯀꯥ
urdپہیا , چکا , چرخی
 noun  କାଠ,ଲୁହା ଆଦିର ଗୋଲାକାର ଛାଞ୍ଚ ଯାହା ଛଡଖଣ୍ଡ ଆଦିଦ୍ବାରା ଚକ୍ରର କେନ୍ଦ୍ର ଠାରେ ବନ୍ଧା ହୋଇଥାଏ ଏବଂ କୌଣସି ଅକ୍ଷ ବା ଅଖକୁ କେନ୍ଦ୍ର କରି ତାହାର ଚାରି ପଟେ ଘୁରେ ତଥା ଯାନ,ରଥ ଆଦିକୁ ଆଗକୁ ଠେଲି ନିଏ   Ex. ପିଲାମାନେ ଚକରେ ଝୁଲୁଛନ୍ତି
ATTRIBUTES:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
   see : ଖେତ, ଚକ୍ର, ଚକ୍ରୀ, ହ୍ୱୀଲ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP