ଗାଡିର ଚକ ଭଳି ଦିଶୁଥିବା ଯେଉଁ ଗୋଲାକାର ଜିନିଷଟି ପ୍ରାୟ ଘୁରୁଥାଏ କିମ୍ବା ଯାହାକୁ ଘୁରାଇବାପାଇଁ ତିଆରି କରାଯାଇଅଛି ବା ଯାହା ଦେଖିବାକୁ ଗାଡି ଚକ ପରି
Ex. କୁମ୍ଭାର ଚକ ଏକ ପ୍ରକାରର ଚକ୍ର
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmচক্র
bdसाखा
gujચક્ર
hinचक्र
kanಚಕ್ರ
kasچَرکھہٕ
kokचाक
mniꯎꯔꯨ ꯎꯔꯨ꯭ꯂꯩꯕ꯭꯭ꯄꯣꯠ
panਚੱਕ
tamசக்கரம்
telచక్రం
urdچاک , چکا
ଯେଉଁ କୀଳକ ଉପରେ ଘୁରୁଥିବା ଚକ୍ର ଉପରେ କୁମ୍ଭାର ହାଣ୍ଡିମାଠିଆ ତିଆରି କରେ
Ex. କୁମ୍ଭାର ହାଣ୍ଡିମାଠିଆ ତିଆରି କରିବାପାଇଁ କୁମ୍ଭାରଚକକୁ ଘୁରାଇଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
bdसोरखि
gujચાક
hinचाक
kanಚಕ್ರ
kasارہَٹ , کرٛالہٕ ژرٔٹ
marचाक
mniꯆꯀꯔ꯭
sanकुलालचक्रम्
telచక్రం
ଗାଡ଼ି ବା କଳଆଦିରେ ଲଗାଯାଉଥିବା ଯେଉଁ ଚକ ଘୁରିଲେ ଗାଡ଼ି ବା କଳ ଚାଲେ
Ex. ଏହି ଗାଡ଼ିର ଆଗ ଚକଟି ଖରାପ ହୋଇଯାଇଛି
HOLO COMPONENT OBJECT:
ଅଖ ହୁଇଲଚେୟାର
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmচকা
gujપૈડું
hinपहिया
kasپٔہیہٕ
mniꯆꯛꯀꯥ
panਪਹੀਆ
sanअरि
tamசக்கரம்
urdپہیا , چکا , چرخی
କାଠ,ଲୁହା ଆଦିର ଗୋଲାକାର ଛାଞ୍ଚ ଯାହା ଛଡଖଣ୍ଡ ଆଦିଦ୍ବାରା ଚକ୍ରର କେନ୍ଦ୍ର ଠାରେ ବନ୍ଧା ହୋଇଥାଏ ଏବଂ କୌଣସି ଅକ୍ଷ ବା ଅଖକୁ କେନ୍ଦ୍ର କରି ତାହାର ଚାରି ପଟେ ଘୁରେ ତଥା ଯାନ,ରଥ ଆଦିକୁ ଆଗକୁ ଠେଲି ନିଏ
Ex. ପିଲାମାନେ ଚକରେ ଝୁଲୁଛନ୍ତି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benঝুলনা
kasچکرٕ
sanचक्रयानम्