Dictionaries | References ସ ସ୍ରୋତ Script: Odia Meaning Related Words ସ୍ରୋତ ori.wordnet.indo | Oriya Oriya Rate this meaning Thank you! 👍 noun ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ Ex. ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଧାରା ପ୍ରବାହWordnet:kokपावस marलोंढा mniꯋꯥꯍꯩꯄꯔꯦꯡꯁꯤꯡ urdدھار , بہاؤ noun ବୈଦ୍ୟଶାସ୍ତ୍ରାନୁସାରେ ଶରୀରରେ ପୁରୁଷମାନଙ୍କ ନଅ ଏବଂ ସ୍ତ୍ରୀମାନଙ୍କର ଏଗାରଟି ରନ୍ଧ୍ର ବା ଦ୍ବାର ଥାଏ Ex. ଶରୀରରେ ସ୍ରୋତଦ୍ବାରା ପ୍ରାଣ, ଅନ୍ନ, ଜଳ, ରସ, ରକ୍ତ, ମାଂସ, ମେଦ, ମଳ, ମୂତ୍ର, ଶୁକ୍ର ଏବଂ ଋତୁଚକ୍ରର ସଞ୍ଚାର ହୋଇଥାଏ ONTOLOGY:शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:gujસ્રોત malശരീര ദ്വാരങ്ങള് sanस्रोतः See : ସୁଅ, ସମ୍ବଳ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP