Dictionaries | References

ପ୍ରସନ୍ନତା

   
Script: Odia

ପ୍ରସନ୍ନତା

ori.wordnet.indo | Oriya  Oriya |   | 
 noun  ପ୍ରସନ୍ନ ଅବସ୍ଥା ବା ଭାବ   Ex. ରାମର ମୁହଁରେ ପ୍ରସନ୍ନତା ଉକୁଟି ଉଠୁଥିଲା / ଆପଣଙ୍କ ସହ ସାକ୍ଷାତ କରି ମୁଁ ଖୁସି ହେଲି
ONTOLOGY:
मनोवैज्ञानिक लक्षण (Psychological Feature)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଯେ ଆନନ୍ଦ ଦିଏ ବା ଯାହାଠାରୁ ଆନନ୍ଦ ବା ପ୍ରସନ୍ନତା ମିଳେ ବା ଯେ ପ୍ରସନ୍ନତାର ସ୍ରୋତ ହୋଇଥାଏ   Ex. ଆପଣଙ୍କ ସଙ୍ଗତି ହିଁ ମୋ ପ୍ରସନ୍ନତାର କାରଣ
ONTOLOGY:
संज्ञा (Noun)
 noun  ପ୍ରସନ୍ନ ହେବାର ଅବସ୍ଥା ବା ଭାବ   Ex. ତୁମ ପ୍ରସନ୍ନତାର ସମସ୍ତେ ପ୍ରଶଂସା କରନ୍ତି
ONTOLOGY:
अवस्था (State)संज्ञा (Noun)
   see : ସ୍ଥିରତା, ଆନନ୍ଦ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP