Dictionaries | References

ସଂଯୋଗ

   
Script: Odia

ସଂଯୋଗ

ori.wordnet.indo | Oriya  Oriya |   | 
 noun  ଦୁଇ ବା କେତେକ କଥାର ହଠାତ୍‌ ଏକାସଙ୍ଗରେ ମିଳିଯିବା କ୍ରିୟା   Ex. ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ
ONTOLOGY:
घटना (Event)निर्जीव (Inanimate)संज्ञा (Noun)
 noun  ଏକରୁ ଅଧିକ ବସ୍ତୁ ଏକାଠି ମିଶିବାର ପ୍ରକ୍ରିୟା   Ex. ଅମ୍ଳ ଓ କ୍ଷାରର ସଂଯୋଗରେ ଲବଣ ସୃଷ୍ଟି ହୁଏ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
 noun  ଯାହା ମାନବକୃତି ପ୍ରଣାଳୀକୁ ଯୋଡିଥାଏ   Ex. ସେ ଆଜି ପର୍ଯ୍ୟନ୍ତ ବିଜୁଳୀ ସଂଯୋଗ କରିନାହିଁ
ONTOLOGY:
भौतिक प्रक्रिया (Physical Process)प्रक्रिया (Process)संज्ञा (Noun)
   see : ମିଳନ, ତାଳମେଳ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP