ଯୋଗଶାସ୍ତ୍ରର ଏକ ନିର୍ଦ୍ଦିଷ୍ଟ କର୍ମ ଯାହାଦ୍ୱାରା ଇନ୍ଦ୍ରିୟ-ନିଗ୍ରହ କରାଯାଏ
Ex. ସେ ପ୍ରତିଦିନ ଯୋଗ କରନ୍ତି
HYPONYMY:
ପ୍ରତ୍ୟାହାର କର୍ମଯୋଗ ମାନସିକ ଯୋଗ
ONTOLOGY:
धर्म (Religion) ➜ विषय ज्ञान (Logos) ➜ संज्ञा (Noun)
Wordnet:
asmযোগসাধনা
bdजग खालामनाय
kanಯೋಗ
kokयोग
malയോഗ
marयोग
mniꯌꯣꯒ
panਯੋਗ
tamயோகா
telయోగా
urdجوگ , یوگ , یوگا
ଗଣିତରେ ଯୋଗ କରୁଥିବା ଚିହ୍ନ
Ex. ଏହି ଗଣିତର ପ୍ରଶ୍ନରେ ଯୋଗ ଚିହ୍ନ ପରିବର୍ତ୍ତେ ବିୟୋଗ ଚିହ୍ନ ଲଗାଯାଇଛି
ONTOLOGY:
गणित (Mathematics) ➜ विषय ज्ञान (Logos) ➜ संज्ञा (Noun)
Wordnet:
asmযোগ
gujધન
kanಕೂಡುವ ಚಿಹ್ನೆ
kokअदीक
malഅധികചിഹ്നം
mniꯇꯤꯟꯁꯤꯟꯅꯕ꯭ꯈꯨꯗꯝ
sanधन
tamகூட்டல் குறி
urdمثبت , پلس
ଆତ୍ମତତ୍ତ୍ବର ଚିନ୍ତନ କରୁକରୁ ଈଶ୍ବର ବା ପରମାତ୍ମାଙ୍କ ସହିତ ମିଶି ଏକ ହେବାର ଅବସ୍ଥା
Ex. ବର୍ଷ ବର୍ଷ ଧରି ତପସ୍ୟା କରିବା ପରେ ଯୋଗୀଙ୍କୁ ଯୋଗ ପ୍ରାପ୍ତ ହେଲା
ONTOLOGY:
मानसिक अवस्था (Mental State) ➜ अवस्था (State) ➜ संज्ञा (Noun)
ଫଳିତ ଜ୍ୟୋତିଷ ଅନୁସାରେ କେତେକ ବିଶିଷ୍ଟ କାଳ ବା ଅବସର ଯାହା ସୂର୍ଯ୍ୟ ବା ଚନ୍ଦ୍ରଙ୍କର କିଛି ବିଶିଷ୍ଟ ସ୍ଥାନକୁ ଆସିବା କାରଣରୁ ହୁଏ
Ex. ଯୋଗର ସଂଖ୍ୟା ସତେଇଶ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)