Dictionaries | References

ସଂଯମ

   
Script: Odia

ସଂଯମ

ori.wordnet.indo | Oriya  Oriya |   | 
 noun  ମନ ବା ଚିତ୍ତ ବୃତ୍ତିସବୁକୁ ବଶରେ ରଖିବାର କ୍ରିୟା   Ex. ସଂଯମ ଦ୍ୱାରା ରୋଗରୁ ରକ୍ଷା ମିଳିପାରିବ
HYPONYMY:
ସଂଯମ ସଂଜମ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଇନ୍ଦ୍ରିୟକୁ ବଶ କରିବାର ପ୍ରକ୍ରିୟା   Ex. ସଂଯମ ଦ୍ୱାରା ମନୁଷ୍ୟକୁ ସୁଖଶାନ୍ତି ମିଳିପାରିବ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasخۄد اختِیاری
mniꯈꯨꯗꯨꯝꯗ꯭ꯊꯝꯕ
urdمتانت , اعتدال , میانہ روی , توسط , پرہیز گاری , ضبط نفس
 noun  ଦୋଷ, ପାପ, ଦୁଷ୍କର୍ମ ଏବଂ ଖରାପ ଠାରୁ ଦୂରରେ ରହିବାର କ୍ରିୟା   Ex. ସେ ଅତ୍ୟଧିକ କଥାବାର୍ତ୍ତା ନକରି ସଂଯମ ରକ୍ଷା କରେ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
malഅകലം പാലിക്കല്‍
urdپرہیز , گریز , احتیاط , حذر , اجتناب
 noun  ସଂଯମ ରହିବାର ଅବସ୍ଥା ଅବା ଚେତନା   Ex. ସଂଯମ ବ୍ୟକ୍ତି ରୋଗମୁକ୍ତ ରହିଥାଏ
ONTOLOGY:
अवस्था (State)संज्ञा (Noun)
 noun  ଧୂର୍ମାକ୍ଷଙ୍କ ଗୋଟିଏ ପୁତ୍ର   Ex. ମାଳୀ ନାମକ ଏକ ରାକ୍ଷସର ନାତି ସଂଯମ ଥିଲା
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP