Dictionaries | References

ଶଙ୍କୁ

   
Script: Odia

ଶଙ୍କୁ

ori.wordnet.indo | Oriya  Oriya |   | 
 noun  କୌଣସି ମୁନିଆ ବସ୍ତୁ   Ex. ପିଲାମାନଙ୍କଠାରୁ ଶଙ୍କୁକୁ ଦୂରେଇ ରଖିବା ଉଚିତ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
 noun  ଯେଉଁ ଖୁମ୍ବର ଉପର ଭାଗ ଗୋଜା ତଥା ତଳ ଭାଗ ମୋଟା   Ex. ରାମ ଶଙ୍କୁ ପୋତୁଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ପ୍ରାଚୀନ କାଳରେ ଯେଉଁ ଖୁଣ୍ଟି ମାଧ୍ୟମରେ ସୂର୍ଯ୍ୟ ବା ଆଲୋକର ଛାଇ ମାପ କରାଯାଉଥିଲା   Ex. ଶଙ୍କୁ ଛାଇର ଲମ୍ବରୁ ସମୟ ଗଣନା କରାଯାଉଥିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ବାର ଆଙ୍ଗୁଳର ମାପ   Ex. ଏହି ରୁମାଲର ଲମ୍ବ ଏକ ଶଙ୍କୁ
ONTOLOGY:
माप (Measurement)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଯେଉଁ ବସ୍ତୁର ଗୋଟିଏ ମୁଣ୍ଡ ଗୋଲ ତଥା ଅନ୍ୟ ମୁଣ୍ଡ ମୁନିଆ ବିନ୍ଦୁ ଭଳି ହୋଇଥାଏ   Ex. ଏହି ଶଙ୍କୁ ମୁହଁର ବ୍ୟାସ କେତେ ହେବ?
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
 noun  ଯେଉଁ ପଥର ବା ଖୁମ୍ବ ଗାଁ ସୀମାରେ ପୋତାଯାଇଥାଏ   Ex. ତାଙ୍କୁ ଦୂରରୁ ଗାଁର ଶଙ୍କୁ ହିଁ ଦେଖାଯାଉଥିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP