କୌଣସି ପୁସ୍ତକ ବା ଖାତାଆଦିରେ ଲାଗିଥିବା ଏହି କାଗଜ ଖଣ୍ଡ ଯାହାର ଦୁଇ ପାଖରେ କିଛି ଲେଖାଯାଇଥାଏ ବା ଲେଖନ୍ତି
Ex. ପିଲାଟି ଏହି ପୁସ୍ତକର ଗୋଟିଏ ପୃଷ୍ଠା ଚିରି ଦେଲା
HOLO COMPONENT OBJECT:
ଟିପାଖାତା
MERO COMPONENT OBJECT:
ପୃଷ୍ଠା
ONTOLOGY:
भाग (Part of) ➜ संज्ञा (Noun)
Wordnet:
asmপাত
bdबिलाइ
gujપાનું
hinपन्ना
malതാള്
mniꯂꯥꯃꯥꯏ
nepपन्ना
tamபக்கம்
telపుట
urdورق
ପୁସ୍ତକର ଗୋଟିଏ ପୃଷ୍ଠାର ଗୋଟେ ପଟର ତଳ ବା ଭାଗ
Ex. ମୁଁ ଏହି ବହିର ପ୍ରତ୍ୟେକ ପୃଷ୍ଠା ପଢ଼ିସାରିଛି
HOLO COMPONENT OBJECT:
ପୃଷ୍ଠା
HOLO MEMBER COLLECTION:
ବହି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmপৃষ্ঠা
benপৃষ্ঠা
gujપેજ
hinपृष्ठ
kanಪುಟ
kasوَرُق
kokमुखपृश्ठ
malതാള്
marपृष्ठ
nepपृष्ठ
panਪੰਨਾ
sanपत्रम्
telపేజి
urdصفحہ , ورق , پیج