Dictionaries | References ପ ପରାମର୍ଶ Script: Odia Meaning Related Words ପରାମର୍ଶ ori.wordnet.indo | Oriya Oriya Rate this meaning Thank you! 👍 noun କଣ ଠିକ କିମ୍ବା କଣ ହେବା ଉଚିତ ସେ ବିଷୟରେ ଅନ୍ୟ ସହିତ ମିଶି ଜାଣିବାର କ୍ରିୟା Ex. ପ୍ରଧାନମନ୍ତ୍ରୀ ଏହି ସମସ୍ୟାର ସମାଧାନ କରିବାପାଇଁ ସବୁ ମନ୍ତ୍ରୀମାନଙ୍କର ପରାମର୍ଶ ନେବାକୁ ଚାହୁଁଛନ୍ତି HYPONYMY:କୁମନ୍ତ୍ରଣା ONTOLOGY:संप्रेषण (Communication) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ବିଚାର ବିମର୍ଶ ମନ୍ତ୍ରଣାWordnet:asmপৰামর্শ bdसुबुरुन benপরামর্শ gujસલાહ hinपरामर्श kanಪರಾಮರ್ಶೆ marसल्लामसलत panਸਲਾਹ sanपरामर्शः telపరామర్శ urdصلاح , مشورہ , شاورت , تبادلہٴخیال noun କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା Ex. ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ HYPONYMY:ଅଭ୍ୟାଘାତ ONTOLOGY:संप्रेषण (Communication) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଅଭିମତ ମତ ମନ୍ତବ୍ୟ ମତାମତ ସମ୍ମତି ଅସମ୍ମତିWordnet:asmপৰামর্শ benমতামত gujઅભિપ્રાય hinसुझाव kanಸಲಹೆ kasمَشوَرٕ kokसल्लो nepसुझाव panਸੁਝਾਵ sanसूचना telసలాహా urdمشورہ , صلاح , رائے , تدبیر , ترکیب , منشا , ارادہ , خیال See : ପ୍ରସ୍ତାବ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP