Dictionaries | References

ମନ୍ତ୍ରୀ

   
Script: Odia

ମନ୍ତ୍ରୀ

ori.wordnet.indo | Oriya  Oriya |   | 
 noun  ଯେଉଁ ପ୍ରଧାନ ଅଧିକାରୀଙ୍କ ପରାମର୍ଶରେ ରାଜ୍ୟ ବା ଦେଶ କିମ୍ବା ରାଜ୍ୟ ବା ଦେଶର କୌଣସି ବିଭାଗରେ ସବୁ କାମ ହୋଇଥାଏ   Ex. ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଜଣେ ମଂତ୍ରୀ କରିବେ
HYPONYMY:
ଗୃହମନ୍ତ୍ରୀ ଦେବାନ ପ୍ରଧାନମନ୍ତ୍ରୀ ଖାଦ୍ୟମନ୍ତ୍ରୀ ସୂଚନା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଅବିନ୍ଧ୍ୟ ଅର୍ଥମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ରେଳମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀ ଉପପ୍ରଧାନମନ୍ତ୍ରୀ ପେଟ୍ରୋଲିୟମ ମନ୍ତ୍ରୀ କୃଷି ମନ୍ତ୍ରୀ କ୍ରୀଡାମନ୍ତ୍ରୀ ବାଣିଜ୍ୟ ମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ଶିକ୍ଷାମନ୍ତ୍ରୀ ନଗର ବିମାନମନ୍ତ୍ରୀ ପର୍ଯ୍ୟଟନ ମନ୍ତ୍ରୀ ବିଜ୍ଞାନ ଏବଂ ପ୍ରାୟୋଗିକ ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆଇନ ମନ୍ତ୍ରୀ ଜଳ ଓ ପର୍ୟ୍ୟାବରଣ ମନ୍ତ୍ରୀ କେନ୍ଦ୍ରୀୟ ଦୂର ସଞ୍ଚାର ମନ୍ତ୍ରୀ ବିମାନ ଚଳାଚଳ ମନ୍ତ୍ରୀ ଉଦ୍ୟୋଗମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ ଶକ୍ତି ମନ୍ତ୍ରୀ ଜଳସଂସାଧନ ମନ୍ତ୍ରୀ ଦୂରସଞ୍ଚାର ମନ୍ତ୍ରୀ ଶ୍ରମ ମନ୍ତ୍ରୀ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  ଶତରଂଜର ଗୋଟିଏ ଗୋଟି   Ex. ଶତରଂଜରେ ମନ୍ତ୍ରୀର ବହୁତ ମହତ୍ତ୍ୱ ରହିଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ରାଜଦରବାରରେ ପରାମର୍ଶ ଦେବା ବ୍ୟକ୍ତି   Ex. ବିରବଲ ଆକବରଙ୍କ ମନ୍ତ୍ରୀ ଥିଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
Wordnet:
kasمنِسٹر , سفیٖر
urdوزیر , منتری

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP