Dictionaries | References

ପଚିଶ

   
Script: Odia

ପଚିଶ

ori.wordnet.indo | Oriya  Oriya |   | 
 adjective  କୋଡ଼ିଏରେ ପାଞ୍ଚ ମିଶିଲେ ମିଳୁଥିବା ସଂଖ୍ୟା   Ex. ତାଙ୍କର ପଚିଶଟି ଗାଈ ଅଛି
ONTOLOGY:
संख्यासूचक (Numeral)विवरणात्मक (Descriptive)विशेषण (Adjective)
 noun  କୋଡ଼ିଏ ଆଉ ପାଞ୍ଚ ମିଶି ହେଉଥିବା ସଂଖ୍ୟା   Ex. ପାଞ୍ଚ ଆଉ ପାଞ୍ଚର ଗୁଣଫଳ ପଚିଶ ହୁଏ
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
 noun  ପଚିଶ ବର୍ଷର ବୟସ ବା ଗଣନାରେ ପଚିଶତମ ସ୍ଥାନରେ ଆସୁଥିବା ବର୍ଷ   Ex. ପଚିଶରେ ତାଙ୍କ ପୁଅକୁ ଚାକିରୀ ମିଳିଗଲା
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପଚିଶ ବର୍ଷ
   see : ପଚିଶ ତାରିଖ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP