ଗୋଟିଏ ପ୍ରକାରର ପଚିଶଟି ବସ୍ତୁର ସମାହାର
Ex. ବେତାଳ ପଚିଶାରେ ପଚିଶଟି କାହାଣୀ ଥାଏ
ONTOLOGY:
समूह (Group) ➜ संज्ञा (Noun)
Wordnet:
benপঁচিশী
hinपचीसी
kokपंचविशी
urdپچیسی
ବ୍ୟକ୍ତିର ଆୟୁର ଆରମ୍ଭରୁ ପଚିଶ ବର୍ଷର ସମୟାବଧି
Ex. ମହେଶ ପଚିଶା ପାର କରିଗଲାଣି
ONTOLOGY:
निर्जीव (Inanimate) ➜ संज्ञा (Noun)
ସାତଟି କଉଡ଼ିରେ ଖେଳା ଯାଉଥିବା ଗୋଟିଏ ପ୍ରକାରର ଖେଳ
Ex. ଏହି ଲୋକ ପଚିଶା ଖେଳୁଛନ୍ତି
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)