Dictionaries | References

ଦ୍ୟୁତିମାନ

   
Script: Odia

ଦ୍ୟୁତିମାନ

ori.wordnet.indo | Oriya  Oriya |   | 
 noun  ସ୍ୱୟଂଭୂ ମନୁଙ୍କ ଜଣେ ପୁତ୍ର   Ex. ଦ୍ୟୁତିମାନଙ୍କ ବର୍ଣ୍ଣନା ପୁରାଣରେ ମିଳେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ଶାଲ୍ବଦେଶର ଜଣେ ରାଜା   Ex. ଦ୍ୟୁତିମାନଙ୍କ ବର୍ଣ୍ଣନା ପୁରାଣରେ ମିଳେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ପ୍ରିୟବ୍ରତ ନାମକ ରାଜାଙ୍କ ଜଣେ ପୁତ୍ର ଯାହାଙ୍କ ବର୍ଣ୍ଣନା ବିଷ୍ଣୁ ପୁରାଣରୁ ମିଳେ   Ex. ଦ୍ୟୁତିମାନ କ୍ରୌଞ୍ଚ ନାମକ ଦ୍ୱୀପର ରାଜା ଥିଲେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 adjective  ଦ୍ୟୁତି ବା କାନ୍ତି ଧାରଣ କରୁଥିବା ବ୍ୟକ୍ତି   Ex. ଦ୍ୟୁତିମାନ ସନ୍ୟାସୀମାନଙ୍କ ଦର୍ଶନରେ ବହୁତ ଶାନ୍ତି ମିଳେ
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
   see : ଉଜ୍ଜଳ, ଚମକଦାର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP