Dictionaries | References

ଦେଖିବା

   
Script: Odia

ଦେଖିବା

ori.wordnet.indo | Oriya  Oriya |   | 
 verb  ଦେଖା ଦେବା   Ex. ଆକାଶରେ ତାରାସବୁ ଆସ ଦେଖିବା /ମୋତେ ଅନ୍ଧାରରେ ରାସ୍ତା ଦେଖାଯାଉନାହିଁ
HYPERNYMY:
ONTOLOGY:
होना क्रिया (Verb of Occur)क्रिया (Verb)
 verb  ଆଖିରେ କୌଣସି ବ୍ୟକ୍ତି କିମ୍ବା ପଦାର୍ଥ ଆଦିର ରୂପ ରଙ୍ଗ ଏବଂ ଆକାର ପ୍ରକାରଆଦିର ଜ୍ଞାନ ପ୍ରାପ୍ତ କରିବା   Ex. ଶ୍ୟାମ ଧ୍ୟାନପୂର୍ବକ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଦେଖୁଥିଲେ
ONTOLOGY:
देखना इत्यादि (VOA)">बोधसूचक (Perception)कर्मसूचक क्रिया (Verb of Action)क्रिया (Verb)
 verb  ଉଦାହରଣ ରୂପରେ ନେବା   Ex. ରାମକୁ ଦେଖ,ସେ କେତେ ସରଳଭାବେ ରହୁଛି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
SYNONYM:
 verb  କୌଣସି ଜିନିଷ ଆଦି ବିଷୟରେ ନିଶ୍ଚିତ ହେବା   Ex. ମୁଁ ସକାଳେ ବାହାରିବା ଆଗରୁ ଦେଖେ ଯେ କୋଠରୀର ଝରକା, କବାଟ ବନ୍ଦ ଅଛି ବା ନାହିଁ
HYPERNYMY:
ONTOLOGY:
अवस्थासूचक क्रिया (Verb of State)क्रिया (Verb)
Wordnet:
mniꯍꯧꯒꯠꯇꯔ꯭ꯤꯉꯩꯗ꯭ꯎꯕ
 verb  ନିରୀକ୍ଷଣ କରିବା   Ex. ମୁଁ ଏହି ଯନ୍ତ୍ରର କାର୍ଯ୍ୟପ୍ରଣାଳୀ ଦେଖିଲି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
kasوُچھُن , مُعانہٕ کَرُن
mniꯈꯪꯅꯕ꯭ꯍꯣꯠꯅꯕ
 verb  କୌଣସି ବସ୍ତୁ ଆଦି ବିଷୟରେ ପଚାରି ବୁଝିବା   Ex. ରେଳଗାଡି ଠିକ୍ ସମୟରେ ଚାଲୁଛି ନା ନାହିଁ ଦେଖ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ନିରୀକ୍ଷଣ କରିବା   Ex. ଆପଣ ଦେଖିଲେ ନା ଆଜିକାଲିର ପିଲାମାନେ କିପରି ବ୍ୟବହାର କରୁଛନ୍ତି?
ONTOLOGY:
मानसिक अवस्थासूचक (Mental State)अवस्थासूचक क्रिया (Verb of State)क्रिया (Verb)
Wordnet:
kasنَظَر تھاوٕنۍ , وُچھُن
 verb  କୌଣସି ବସ୍ତୁ ଉପରେ ଧ୍ୟାନ ରଖିବା ଯାହାଦ୍ୱାରା ତାହା ଖରାପ ହୋଇଯିବା ବା ଏପଟ-ସେପଟ ହୋଇନପାରେ   Ex. ଚୁଲିରେ ବସିଥିବା ଦୁଧକୁ ଦେଖ, ଯେପରି ଉତୁରି ନ ଯାଏ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 noun  ଦେଖିବାର ପ୍ରକ୍ରିୟା   Ex. ମୁଁ ତାକୁ ଦେଖିବା ଜରୁରୀ ନୁହେଁ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasوٕچُھن , نَظرِ گَنٛڑَنۍ , ڈیشُن
urdدیکھنا , تاکنا
   see : ପରୀକ୍ଷା କରିବା, ସମ୍ଭାଳିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP