Dictionaries | References

ଟିପ୍ପଣୀ

   
Script: Odia

ଟିପ୍ପଣୀ

ori.wordnet.indo | Oriya  Oriya |   | 
 noun  ଗୂଢ଼ ବାକ୍ୟଆଦିର ବିସ୍ତୃତ ଏବଂ ସ୍ପଷ୍ଟ ଅର୍ଥ ବ୍ୟକ୍ତ କରୁଥିବା ଛୋଟ ଲେଖା   Ex. ଏହି ଗ୍ରନ୍ଥର ଗୂଢ଼ ବାକ୍ୟଗୁଡ଼ିକୁ ବୁଝାଇବା ନିମନ୍ତେ ସ୍ଥାନେ ସ୍ଥାନେ ଟିପ୍ପଣୀ ଦିଆଯାଇଛି
ONTOLOGY:
संप्रेषण (Communication)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
 noun  ସମାଚାରରେ ପ୍ରକାଶିତ ଘଟଣାଆଦିର ସଂକ୍ଷିପ୍ତ ବିବରଣ ବା ସେ ସଂପର୍କରେ ସମ୍ପାଦକଙ୍କ ମତାମତ   Ex. ଆଜିର ସମାଚାର ପତ୍ରରେ ସଂସଦରେ ହୋଇଥିବା ହଟ୍ଟଗୋଳ ଉପରେ ସମ୍ପାଦକଙ୍କ ଟିପ୍ପଣୀ ବହୁତ କଡ଼ା ଥିଲା
ONTOLOGY:
संज्ञापन (Communication)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasتبصُر , راے
malപത്രാധിപരുടെ കുറിപ്പ്
mniꯁꯝꯂꯞꯄ꯭ꯋꯥꯔꯣꯜ
urdرائے , تفسیر , نوٹ , توضیح , تحلیل , تجزیہ
 noun  କୌଣସି ବ୍ୟକ୍ତି, ବିଷୟ ବା କାର୍ଯ୍ୟ ସମ୍ବନ୍ଧରେ କରାଯାଇଥିବା ବିଚାର   Ex. ମୁଁ ଏହି ବିଷୟରେ କିଛି ଟିପ୍ପଣୀ ଦେବିନାହିଁ
ONTOLOGY:
संज्ञापन (Communication)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasراے , مَشورٕ
urdاظہارخیال , اظہار رائے , نوٹ , تشریح , تجزیہ , توضیح
 noun  କୌଣସି ବ୍ୟାଖ୍ୟାନ ଆଦିର ସଂକ୍ଷିପ୍ତ ଲେଖା   Ex. କଣ ତୁମେ ମୋତେ ସେହି ଦିନର ଭାଷଣର ଟିପ୍ପଣୀ ଦେଇ ପାରିବ?
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  କୌଣସି ବିଷୟରେ ସ୍ପଷ୍ଟୀକରଣପାଇଁ ବା ନିଜର ସମ୍ମତିରୂପରେ କୁହାଯାଇଥିବା କଥା   Ex. ଦଲିଲର ପୁରାପୁରି ନିମ୍ନରେ ଥିବା ଟିପ୍ପଣୀ ଅନ୍ତର୍ଗତ ଯାହା ଲେଖାଯାଇଛି ତାହା ଧ୍ୟାନରେ ପଢ଼
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ସ୍ପଷ୍ଟୀକରଣ ନିମନ୍ତେ ଦିଆଯାଇଥିବା ଅତିରିକ୍ତ ତଥ୍ୟ   Ex. ଏହି ବହିରେ ସ୍ଥାନେସ୍ଥାନେ ଟିପ୍ପଣୀ ଦିଆଯାଇଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP