Dictionaries | References

ଗୁଜୁରାଟୀ

   
Script: Odia

ଗୁଜୁରାଟୀ

ori.wordnet.indo | Oriya  Oriya |   | 
 adjective  ଯାହା ଗୁଜୁରାଟ ସମ୍ବନ୍ଧୀୟ ବା ଗୁଜୁରାଟର   Ex. ନବରାତ୍ରରେ ଗୁଜୁରାଟୀ ଲୋକେ ଦାଣ୍ଡିଆ ନୃତ୍ୟ କରନ୍ତି
ONTOLOGY:
संबंधसूचक (Relational)विशेषण (Adjective)
 noun  ଯେ ଗୁଜୁରାଟର ନିବାସୀ   Ex. ଗୁଜୁରାଟରେ ଆସିଥିବା ଭୂକମ୍ପ ଅନେକ ଗୁଜୁରାଟୀଙ୍କୁ ଗୃହହୀନ କରିଦେଲା
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  ଗୁଜୁରାଟ ରାଜ୍ୟର ଭାଷା   Ex. ଗୁଜୁରାଟୀ ଲୋକଙ୍କ ମଧ୍ୟରେ ରହିରହି ସେ ଗୁଜୁରାଟୀ କହିବାରେ ଲାଗିଲା
ONTOLOGY:
भाषा (Language)विषय ज्ञान (Logos)संज्ञा (Noun)
SYNONYM:
ଗୁଜୁରାଟୀ ଭାଷା
 adjective  ଗୁଜୁରାଟରେ ରହିବା ବ୍ୟକ୍ତି   Ex. ଗୁଜୁରାଟୀ ଲୋକ ବହୁତ ପରିଶ୍ରମୀ
 adjective  ଗୁଜୁରାଟୀ ଭାଷା ସଂବନ୍ଧିତ ବା ଗୁଜୁରାଟୀ ଭାଷାର   Ex. ସେ ନାରସିଂହ ମେହତାଦ୍ୱାରା ଲିଖିତ ଗୁଜୁରାଟୀ ଗ୍ରନ୍ଥ ପଢ଼ୁଛି
MODIFIES NOUN:
Wordnet:
mniꯒꯨꯖꯔꯥꯇꯤ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP