ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
Ex. ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
ONTOLOGY:
द्रव (Liquid) ➜ रूप (Form) ➜ संज्ञा (Noun)
ଶସ୍ୟର କଞ୍ଚା ବା ସବୁଜ ମଞ୍ଜିର ରସ ଯାହା ଧଳା ହୋଇଥାଏ
Ex. କଞ୍ଚା ମକା, ଗହମ ଆଦି ଛେଚିଲେ ସେଥିରୁ କ୍ଷୀର ବାହାରେ
ONTOLOGY:
द्रव (Liquid) ➜ रूप (Form) ➜ संज्ञा (Noun)