Dictionaries | References

କଳାପଟା

   
Script: Odia

କଳାପଟା

ori.wordnet.indo | Oriya  Oriya |   | 
 noun  ଧାତୁ, ପଥର, ବା କାଠ ଆଦିରେ ତିଆରି ହୋଇଥିବା ଯେଉଁ ପଟା ଉପରେ କିଛି ଲେଖା ବା ତିଆରି କରାଯାଇଥାଏ ବା ଯାହା ମାଧ୍ୟମରେ କିଛି ସୂଚନା ଦିଆଯାଇଥାଏ   Ex. ଗୁରୁଜୀ କଳାପଟାରେ ଗଣିତ ବୁଝାଉଛନ୍ତି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  କାଠରେ ନିର୍ମିତ ଯେଉଁ କଳା ରଙ୍ଗର ଚାରିକୋଣିଆ ପଟା ଉପରେ ଲେଖାଯାଏ   Ex. ଶିକ୍ଷକ କଳାପଟାରେ ଉତ୍ତର ଲେଖୁଛନ୍ତି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ବ୍ଲାକବୋର୍ଡ଼୍‌
 noun  ବିଦ୍ୟାଳୟର ଶ୍ରେଣୀରେ କାନ୍ଥରେ ଥିବା ଯେଉଁ କଳା ରଙ୍ଗର ପଥରରେ ଲେଖିବା କାର୍ଯ୍ୟରେ ଲାଗେ   Ex. କଳାପଟାରେ ପ୍ରତିଦିନ ନୂଆ ନୂଆ ନୀତିବାକ୍ୟ ଲେଖାଯାଏ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ବ୍ଲାକ୍ ବୋର୍ଡ଼୍‌

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP