କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ
Ex. ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି
ONTOLOGY:
रीतिसूचक (Manner) ➜ क्रिया विशेषण (Adverb)
ଯାହ ପରିଷ୍କାର ଦେଖାଯାଏ
Ex. ଶିକ୍ଷକ କଳାପଟା ଉପରେ ପାଚନ ତନ୍ତ୍ରର ସ୍ପଷ୍ଟ ଚିତ୍ର ଅଙ୍କନ କରି ବୁଝାଇଲେ
ONTOLOGY:
गुणसूचक (Qualitative) ➜ विवरणात्मक (Descriptive) ➜ विशेषण (Adjective)
ଯାହା ପୂରାପୂରି ବୁଝି ହୁଏ
Ex. ଏହି କବିତାର ଭାବ ସ୍ପଷ୍ଟ ନୁହେଁ
ONTOLOGY:
गुणसूचक (Qualitative) ➜ विवरणात्मक (Descriptive) ➜ विशेषण (Adjective)
Wordnet:
mniꯃꯌꯦꯛ ꯁꯦꯡꯕ
urdواضح , ظاہر , عیاں , مفصل