Dictionaries | References

କଠିନ

   
Script: Odia

କଠିନ     

ori.wordnet.indo | Oriya  Oriya
adjective  ଅତି ସୂକ୍ଷ୍ମ   Ex. ଏହି ତଥ୍ୟ ବିଷୟରେ ଜାଣିବାପାଇଁ କଠିନ ଅଧ୍ୟୟନ ଆବଶ୍ୟକ
MODIFIES NOUN:
କାମ
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
SYNONYM:
ଗହନ
Wordnet:
bdगोथौ
benগভীর
kanಆಳವಾದ
kokखोल
malആഴമേറിയ
mniꯀꯨꯞꯊꯅ
nepगहन
panਡੂੰਘਾ
tamஆழமான
telలోతైన
urdعمیق , گہرا ,
noun  ସେହି ସ୍ଥିତି ଯେଉଁଥିରେ କୌଣସି କାମ କରିବାପାଇଁ କିଛି ବିଘ୍ନ ବା ବାଧା ହୁଏ   Ex. ଏହି ପରିସ୍ଥିତିରେ କାମ କରିବା ମୋପାଇଁ କଠିନ ହେଉଛି
HYPONYMY:
ଅସୁବିଧା
ONTOLOGY:
अवस्था (State)संज्ञा (Noun)
SYNONYM:
ଅସୁବିଧା ମୁସ୍‌କିଲ
Wordnet:
asmঅসুবিধা
bdगोब्राब
benঅসুবিধা
gujતકલીફ
hinकठिनाई
kanತೊಂದರೆ
malബുദ്ധിമുട്ട്
marगैरसोय
mniꯑꯔꯨꯕ
nepकठिनाइ
panਮੁਸ਼ਕਿਲ
sanअसुविधा
tamகஷ்டம்
telకష్టం
urdپریشانی , دقت , مشکل
adjective  ନିଶ୍ଚିତ ଆୟତନ ଏବଂ ଆକାରର ଯାହା ତରଳ ନୁହେଁ କିମ୍ବା ଗ୍ୟାସ ନୁହେଁ   Ex. ପଥର ଏକ କଠିନ ପଦାର୍ଥ
MODIFIES NOUN:
ବସ୍ତୁ
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
Wordnet:
gujકઠણ
hinठोस
kanಘನವಾದ
kasٹھوس
malഉള്ളതു്‌ദൃഢമായ
mniꯃꯄꯪ꯭ꯑꯣꯏꯕ
nepठोस
sanघन
tamதிண்மமான
telరాయి
urdٹھوس
adjective  ଯାହା ସହଜ ନୁହେଁ   Ex. ଏହି କଠିନ ସମସ୍ୟାର ସମାଧାନ ଶୀଘ୍ର ଖୋଜିବା ଦରକାର
MODIFIES NOUN:
ଅବସ୍ଥା ପ୍ରକ୍ରିୟା
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
SYNONYM:
ପ୍ରଚଣ୍ଡ ବିଷମ ଦୁର୍ଦମ ଗହନ ଅସହଜ
Wordnet:
asmকঠিন
bdगोब्राब
gujકઠિન
hinकठिन
kanಕಠಿಣವಾದ
kasمُشکِل
malകഠിനകരമായ
mniꯑꯔꯨꯕ
nepकठिन
panਕਠਿਨ
sanकठिन
telకఠినమైన
urdمشکل , گہرا , دشوار , دقت طلب , کٹھن , صبرآزما
noun  ତରଳ କିମ୍ବା ଗ୍ୟାସ ହୋଇନଥିବା କୌଣସି ନିଶ୍ଚିତ ଆୟତନ ଏବଂ ଆକାର ଥିବା ବସ୍ତୁ   Ex. ପଦାର୍ଥ କଠିନ, ତରଳ ଏବଂ ଗ୍ୟାସ ଏଭଳି ତିନୋଟି ଅବସ୍ଥାରେ ମିଳେ
HYPONYMY:
ଖଣ୍ଡ ଗୋଡି
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
SYNONYM:
କଠିନ ପଦାର୍ଥ
Wordnet:
asmগোটা
benকঠিন
gujનક્કર
hinठोस
kanಗಟ್ಟಿಯಾದ
kasٹھوس چیٖز
kokघन
mniꯃꯄꯡ
nepठोस
panਠੋਸ
tamதிடம்
telఘన పదార్థం
urdٹھوس , ٹھوس مادہ
adjective  ଯାହା ଶୀଘ୍ର ବୁଝି ହୁଏ ନାହିଁ   Ex. ଏହି କଠିନ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ହିଁ ଦେଇ ପାରିବେ
MODIFIES NOUN:
ଅବସ୍ଥା ବସ୍ତୁ ପ୍ରକ୍ରିୟା
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
SYNONYM:
ଦୁରୂହ ସୂକ୍ଷ୍ମ
Wordnet:
benকঠিন
hinकठिन
kasمُشکِل , پیچیٖدٕ
malസങ്കീര്ണ്ണമായ
marकठीण
nepकठिन
panਔਖੇ.ਕਠਿਨ
sanकठिन
urdمشکل , پیچیدہ , گنجلک , باریک , لاینحل
See : କୂଟ, କଠୋର, ପଥୁରିଆ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP