ବଳପୂର୍ବକ ସୀମା ଉଲ୍ଲଙ୍ଘନ କରି ଅନ୍ୟ କାହାର ଅଞ୍ଚଳରେ ପ୍ରବେଶ କରିଯିବାର ପ୍ରକ୍ରିୟା
Ex. ଶତ୍ରୁ ସେନାମାନେ ସୀମାରେ ଆକ୍ରମଣ କରିଦେଇଛନ୍ତି
ONTOLOGY:
संप्रेषण (Communication) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
mniꯂꯥꯟꯗꯥꯕ
urdحملہ , دھاوا , یلغار , وار , چڑھائی ଆକ୍ରମଣ କରିବା ବା କାହା ବିରୁଦ୍ଧରେ କିଛି କାର୍ଯାନୁଷ୍ଠାନପାଇଁ ସୁଯୋଗ ଅପେକ୍ଷାରେ ରହିବା
Ex. ସୀମା ଉପରେ ଶତ୍ରୁ ଆକ୍ରମଣ କରିବାପାଇଁ ଅପେକ୍ଷା କରିଛି
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଆଘାତ କରିବା ଲାଗି କାହା ଉପରକୁ ଉହୁଙ୍କି ଆସିବାର କ୍ରିୟା
Ex. ସିଂହର ଆକ୍ରମଣରେ ଆହତ ବ୍ୟକ୍ତିକୁ ଡାକ୍ତରଖାନାରେ ପହଞ୍ଚାଇ ଦିଆଗଲା
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଅସ୍ତ୍ରଶସ୍ତ୍ରରେ କାହା ଉପରେ କରାଯାଉଥିବା ଆକ୍ରମଣ
Ex. ଗାଁଲୋକେ ଆତଙ୍କବାଦୀଙ୍କ ଆକ୍ରମଣକୁ କେତେଦିନ ସହିବେ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
କାହାରି ଆଚରଣ,କାର୍ଯ୍ୟ, ବିଚାର ବା ସିଦ୍ଧାନ୍ତ ଉପରେ କରାଯାଉଥିବା ନିନ୍ଦାତ୍ମକ ଆକ୍ଷେପ
Ex. ଆଜିର ସଭାରେ ହୋଇଥିବା ଆକ୍ରମଣକୁ ସାମନା କରିବାରେ ସେ ଅସଫଳ ହେଲେ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)