Dictionaries | References

ଅହଂକାର

   
Script: Odia

ଅହଂକାର

ori.wordnet.indo | Oriya  Oriya |   | 
 noun  ଦର୍ପ ବା ଦମ୍ଭରେ ପୂର୍ଣ୍ଣ ହେବାର ଅବସ୍ଥା ବା ଭାବ   Ex. ଆପଣଙ୍କ ଅହଂକାର କାରଣରୁ ଶ୍ରମିକମାନେ କାମ ଛାଡ଼ି ପଳେଇଗଲେ
ONTOLOGY:
मानसिक अवस्था (Mental State)अवस्था (State)संज्ञा (Noun)
 noun  ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ   Ex. ଅହଂକାର ମଣିଷକୁ ନେଇ ଡୁବାଇ ଦିଏ / କେଉଁ କଥାରୁ ତୁମରଔଦ୍ଧତ୍ୟ !
HYPONYMY:
ONTOLOGY:
मनोवैज्ञानिक लक्षण (Psychological Feature)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
bdअहंखार साननाय
mniꯅꯥꯄꯜ
urdتکبر , فخر , گھمنڈ , غرور , شیخی , اکڑ , اینٹھن , گمان , شان
 noun  ନିଜର ଗୁଣ ଓ ବିଶେଷତାକୁ ନେଇ ଭାବନା ଯାହା ବାସ୍ତବରେ ନିଜଠାରେ ନଥିବ ଅଥବା ଅଳ୍ପ ଥିବ କିମ୍ବା ନିଜର ଯୋଗ୍ୟତା ସମ୍ବନ୍ଧରେ ଆବଶ୍ୟକତା ଠରୁ ଯାହା ଅଧିକ ଅତିରଞ୍ଜିତ ହୋଇଥିବ   Ex. ଅହଂକାର ମଧ୍ୟ ଗୋଟିଏ ଦୋଷ
ONTOLOGY:
मानसिक अवस्था (Mental State)अवस्था (State)संज्ञा (Noun)
Wordnet:
   see : ଫୁଟାଣି, ବଡ଼ାଇ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP