Dictionaries | References

ଅଭିଷେକ

   
Script: Odia

ଅଭିଷେକ

ori.wordnet.indo | Oriya  Oriya |   | 
 noun  ଶାନ୍ତି ବା ମଙ୍ଗଳପାଇଁ ମନ୍ତ୍ରପଢ଼ି କୁଶ ତଥା ଦୂବରେ ଜଳ ଛିଞ୍ଚିବାର ପ୍ରକ୍ରିୟା   Ex. ପୂଜାରୀ ଶିବଲିଙ୍ଗକୁ ଅଭିଷେକ କରୁଛନ୍ତି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଯଜ୍ଞ ପରେ ଶାନ୍ତି ନିମିତ୍ତ ସ୍ନାନ   Ex. ଅଭିଷେକ ହୋଇସାରିଛି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଛିଦ୍ରଯୁକ୍ତ ପାତ୍ରଦ୍ୱାରା ଶିବଲିଙ୍ଗ ଉପରେ ପାଣି,ଦୁଧ ଆଦି ଟପ ଟପ କରି ପକାଇବା ପ୍ରକ୍ରିୟା   Ex. ଶ୍ରଦ୍ଧାଳୁ ଅଭିଷେକପାଇଁ ପାତ୍ରରେ ଜଳ ଭରି ଆଣିଲେ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
marशिवलिंगाप्रती अभिषेक
 noun  ମୂର୍ତ୍ତି ସ୍ନାନ କରାଇବାର ଯେଉଁ ଧାର୍ମିକ କାର୍ଯ୍ୟରେ ଅର୍ପଣ ଆଦି ବି ହୁଏ   Ex. ଅଭିଷେକ ପରେ ପ୍ରସାଦ ବିତରଣ ହେବ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
marस्नानोत्तर अर्पणविधी
   see : ରାଜାଭିଷେକ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP