Dictionaries | References

ଅଭିଷିକ୍ତ

   
Script: Odia

ଅଭିଷିକ୍ତ

ori.wordnet.indo | Oriya  Oriya |   | 
 adjective  ବିଧିପୂର୍ବକ ସ୍ନାନ କରାଯାଇଥିବା ବା ଯାହାର ଅଭିଷେକ କରାଯାଇଛି   Ex. ପୂଜାରୀ ଅଭିଷିକ୍ତ ଫୁଲସବୁ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟୁଛନ୍ତି
MODIFIES NOUN:
ONTOLOGY:
संबंधसूचक (Relational)विशेषण (Adjective)
Wordnet:
 adjective  ବିଘ୍ନ ଶାନ୍ତିପାଇଁ ଯାହାଉପରେ ମଂତ୍ର ପଢ଼ି ପାଣି ଛିଞ୍ଚାଯାଇଛି   Ex. ପଣ୍ଡିତ ନୂଆ ଘର ଅଭିଷିକ୍ତ କଲେ
MODIFIES NOUN:
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
 adjective  ବିଧିପୂର୍ବକ ପାଣି ଛିଞ୍ଚି ଦାୟିତ୍ୱ ଭାର ଦିଆଯାଇଛି   Ex. ରାମ ସମୁଦ୍ର ଜଳରେ ବିଭିଷଣକୁ ଅଭିଷିକ୍ତ କଲେ
MODIFIES NOUN:
ONTOLOGY:
कार्यसूचक (action)विवरणात्मक (Descriptive)विशेषण (Adjective)
 adjective  ଯାହାର ଅଭିଷେକ କରାଯାଇଛି   Ex. ଅଭିଷିକ୍ତ ରାଜକୁମାର ନିଜର କାର୍ଯ୍ୟ ଭାର ଭଲରେ ନିର୍ବାହ କରୁଛନ୍ତି
MODIFIES NOUN:
ONTOLOGY:
संबंधसूचक (Relational)विशेषण (Adjective)
   see : ସେଚିତ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP