Dictionaries | References

ଅଙ୍କ

   
Script: Odia

ଅଙ୍କ     

ori.wordnet.indo | Oriya  Oriya
noun  ଯାହା ସଂଖ୍ୟା ବା ଗଣନାର ସୂଚକ   Ex. ମୋତେ ମାସକୁ ଛଅ ଅଙ୍କ ଦରମାବାଲା ଚାକିରି ମିଳିଲେ ମୁଁ ଖୁସିହେବି
ONTOLOGY:
माप (Measurement)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ସଂଖ୍ୟା
Wordnet:
asmমান
bdअनजिमा
benমুঠি
gujનંગ
hinअदद
kanಸಂಖ್ಯೆ
kasعَدَد
kokनग
malഎണ്ണം
marनग
mniꯃꯁꯤꯡ
sanखण्डलः
tamஎண்ணிக்கை
telసంఖ్య
urdعدد , نمبر , گنتی , تعداد
noun  ନାଟକର ଅଂଶ ବା ଭାଗ ଯେଉଁଥିରେ ବେଳେବେଳେ କେତେକ ଦୃଶ୍ୟ ମଧ୍ୟ ଥାଏ   Ex. ନାଟକର ଦ୍ୱିତୀୟ ଅଙ୍କରେ ନାୟିକା ଆପଣାର ସୁନ୍ଦର ଅଙ୍ଗଭଙ୍ଗୀରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଲା
ONTOLOGY:
भाग (Part of)संज्ञा (Noun)
SYNONYM:
ନାଟ୍ୟାଙ୍କ
Wordnet:
asmঅংক
benঅঙ্ক
gujઅંક
hinअंक
kanಅಂಕ
kokअंक
malഅംകം
marअंक
nepअङ्क
panਅੰਗ
urdایکٹ , باب , حصہ , منظر
noun  ଶୂନରୁ ନଅ ପର୍ଯ୍ୟନ୍ତ ସଂଖ୍ୟା   Ex. ତିନି ଅଙ୍କ ବିଶିଷ୍ଟ ସବୁଠାରୁ ଛୋଟ ସଂଖ୍ୟା ଶହେ
HYPONYMY:
ରୋମାନ୍ ଅଙ୍କ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଅଂକ
Wordnet:
bdसानखान्थि
benঅংক
kanಅಂಕಿ
malഎണ്ണല്‍ സംഖ്യ
marअंक
urdنمبر , عدد
noun  ସଂଖ୍ୟାର ଚିହ୍ନ   Ex. ୦,୧,୨,୩,୪,୫,୬,୭,୮,୯ ଏଗୁଡ଼ିକ ଅଙ୍କ
HYPONYMY:
ଗୁଣକ ଗୁଣ୍ୟ ଅଙ୍କ ଫୋନ ନମ୍ବର ଦଶ କୋଟି ଅବ୍ୟକ୍ତରାଶି
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ସଂଖ୍ୟା
Wordnet:
gujઆંકડા
kasنَمبَر
malഅക്കം
nepअङ्क
panਅੰਕ
urdنمبر , عدد , ہندسہ , شمار
noun  କୌଣସି ପରୀକ୍ଷା ବା ପ୍ରତିଯୋଗିତାରେ ମିଳୁଥିବା ଯେଉଁ ସଂଖ୍ୟାଦ୍ୱାରା ପରୀକ୍ଷାର୍ଥୀ ବା ପ୍ରତିଯୋଗୀଙ୍କ ଶ୍ରେଷ୍ଠତା ବିଷୟରେ ଜାଣିହୁଏ   Ex. ସେ ବାର୍ଷିକ ପରୀକ୍ଷାରେ ଚାରିଶହରୁ ତିନିଶହ ନମ୍ବର ରଖିଛି/ଭାରତ ଏହି ପ୍ରତିଯୋଗିତାରେ ଦଶ ଅଙ୍କ ପାଇ ଦ୍ୱିତୀୟ ସ୍ଥାନରେ ଅଛି
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ନମ୍ବର
Wordnet:
bdनम्बर
gujગુણ
kanಅಂಕ
kasنمبر
malമാര്ക്ക്
marगुण
telమార్కులు
urdنمبر , تعداد
noun  କାହାରିକୁ ଚିହ୍ନିବାପାଇଁ ବ୍ୟବହୃତ ବା ଦିଆଯାଇଥିବା ଅଙ୍କ ବା ଅଙ୍କ ସମୂହ   Ex. ଖେଳାଳୀଙ୍କପାଇଁ ଅଲଗା ଅଲଗା ଅଙ୍କ ନିର୍ଦ୍ଧାରିତ ହୋଇଥାଏ
HYPONYMY:
ଆଇପି ଠିକଣା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ନମ୍ବର
Wordnet:
bdअनजिमा
benসংখ্যা
gujઅંક
hinअंक
kasنَمبَر , نَمبَر شُمار , عَدَد
panਅੰਕ
urdعدد , نمبر , شناختی عدد
See : ସଂଖ୍ୟା, ସଂଖ୍ୟା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP