Dictionaries | References

ହିନ୍ଦୀ

   
Script: Odia

ହିନ୍ଦୀ

ori.wordnet.indo | Oriya  Oriya |   | 
 noun  ଦେବନାଗରୀ ଲିପିରେ ଲେଖାଯାଉଥିବା ଯେଉଁ ଭାଷା ମୁଖ୍ୟତଃ ଭାରତର ଉତ୍ତରମଧ୍ୟ ଭାଗରେ କୁହାଯାଏ   Ex. ହିନ୍ଦୀ ଭାରତର ରାଜଭାଷା
ONTOLOGY:
भाषा (Language)विषय ज्ञान (Logos)संज्ञा (Noun)
 adjective  ହିନ୍ଦୀଭାଷା ବା ହିନ୍ଦୀ ସହିତ ସମ୍ବନ୍ଧିତ   Ex. ମୋତେ ହିନ୍ଦୀ ସିନେମା ଦେଖିବାକୁ ଭଲ ଲାଗେ
MODIFIES NOUN:
ONTOLOGY:
संबंधसूचक (Relational)विशेषण (Adjective)
Wordnet:
mniꯍꯤꯟꯗꯤꯒꯤ
 noun  ଯେଉଁ ବିଷୟରେ ହିନ୍ଦୀଭାଷା ଓ ତାର ସାହିତ୍ୟ, ବ୍ୟାକରଣ ଆଦିର ଅଧ୍ୟୟନ କରାଯାଏ   Ex. ମୋତେ ହିନ୍ଦୀରେ ଶହେ ପ୍ରତିଶତ ଅଙ୍କ ମିଳିଥିଲା
ONTOLOGY:
बोध (Perception)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP