noun ଦ୍ରବଣରେ କୌଣସି ବସ୍ତୁକୁ ଗୋଳାଇବାର ପ୍ରକ୍ରିୟା
Ex.
ଜଳରେ ଚିନିର ମିଶ୍ରଣରୁ ସରବତ ହୁଏ ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmদ্রৱীভূত
gujવિલયન
kanಕರಗುವುದು
kasحَل
malലയിപ്പിക്കല്
nepविलय
panਮਿਸ਼ਰਣ
sanविलयनम्
tamகரைதல்
telకరిగుట
urdمحلول , مدغم
noun ଯେଉଁ ପ୍ରକ୍ରିୟାଦ୍ୱାରା ଦୁଇ ବା ତହିଁରୁ ଅଧିକ ବସ୍ତୁ ଏକତ୍ରିତ ହୋଇପାରେ
Ex.
ବୈଦ୍ୟ ଔଷଧଗୁଡ଼ିକୁ ମିଶ୍ରଣ କରୁଥିଲେ ONTOLOGY:
घटना (Event) ➜ निर्जीव (Inanimate) ➜ संज्ञा (Noun)
SYNONYM:
ସମ୍ମିଶ୍ରଣ ମେଳ. ସଙ୍ଗ
Wordnet:
bdगलायथि
benমিশ্রণ
gujમિશ્રણ
hinमिश्रण
kanಮಿಶ್ರಣ
kasمُیٛل
kokमिस्रण
malമിശ്രിതം
marमिश्रण
mniꯌꯥꯟꯁꯤꯟꯅꯕ
nepमिश्रण
panਮਿਸ਼ਰਣ
telకలయిక
urdملانا , ترکیب دینا , آمیزکرنا
noun ଦୁଇ ବା ଦୁଇରୁ ଅଧିକ ପ୍ରକାର ବସ୍ତୁର ମିଳନରୁ ଗଢ଼ା ବସ୍ତୁ
Ex.
ପଞ୍ଜୀରୀ ଏକ ମିଶ୍ରଣ HYPONYMY:
ରୋଷେଇ ଗ୍ୟାସ୍ ଗ୍ୟାସ୍ ଧୂପ ଅଷ୍ଟଗନ୍ଧ ତଷୁ ମିଶା ମାଟି
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benমিশ্রণ
kanಮಿಶ್ರಣ
kasمِلہِ مِش
mniꯄꯣꯠꯌꯥꯟ
panਮਿਸ਼ਰਣ
sanमिश्रणम्
urdمرکب , آمیزہ , محلول , گھول , مخلوط
noun କୌଣସି ରାଜ୍ୟ ବା ଅଞ୍ଚଳର ଆଖପାଖ ସରକାରୀ ଅଥବା ଅନ୍ୟ ବଡ଼ ରାଷ୍ଟ୍ର ବା ରାଜ୍ୟ ସହିତ ମିଶି ଏକତ୍ର ହୋଇଯିବା ପ୍ରକ୍ରିୟା
Ex.
ସ୍ୱାଧୀନ ଭାରତରେ ଅନେକ ରାଜ୍ୟର ମିଶ୍ରଣ ହୋଇଥିଲା ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benবিলয়
telకలుపుపొవటం
urdانضمام , اتصال , شمولیت
noun ବ୍ୟବସାୟଦୃଷ୍ଟିରୁ ଶୁଖିଲା ଖାଦ୍ୟର ନିର୍ଣ୍ଣିତ ଭାଗରେ ପ୍ରସ୍ତୁତ ଗୋଟିଏ ମିଶ୍ରଣ
Ex.
ସେ ମିଶ୍ରଣକୁ ପାଣିରେ ମିଶାଇ ଫୁଟାଉଛି ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benমিক্স
gujમિક્સ
hinमिक्स
panਮਿਕਸ
urdمِکس , مِکسچر
noun କୌଣସି ଘନ ପଦାର୍ଥ କୌଣସି ଦ୍ରବ୍ୟରେ ଗୋଳି ମିଶିବା ପ୍ରକ୍ରିୟା
Ex.
ଥଣ୍ଡା ଜଳ ଅପେକ୍ଷା ଗରମ ଜଳରେ ଚିନିର ମିଶ୍ରଣ ଶୀଘ୍ର ହୋଇଥାଏ ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ମିଶିବା ଘୋଳିବା ଫେଣ୍ଟିବା
Wordnet:
benগোলা
hinघुलन
kasرَلُن , میٛلُن
sanविलयनम्
urdگھلن , گھلنا
noun ଏକ ସାମାଜିକ ବା ବାଣିଜିକ ସମ୍ବନ୍ଧ
Ex.
ସେ ଦେଶର ଜଣାଶୁଣା ବ୍ରାଣ୍ଡ ସହିତ ମିଶ୍ରଣ ପାଇଁ ଚିନ୍ତା କରୁଛି ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ଟାଇଅପ୍ ଟାଇ-ଅପ୍ ଏକୀକରଣ ମିଳନ ସାଯୋଗସାଧନ
Wordnet:
benএকীভবন
gujટાઈઅપ
hinटाईअप
kasجوڑُن , ٹاے اَپ
kokटायअप
marटायअप
panਟਾਈਅਪ
See : ମିଶ୍ର, ସଂଯୋଗ, ଗୋଳାଇବା