Dictionaries | References ଦ ଦିନ Script: Odia Meaning Related Words Rate this meaning Thank you! 👍 ଦିନ ori.wordnet.indo | Oriya Oriya | | noun ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ Ex. ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା / ଖରାଦିନେ ଦିନ ବଢ଼ିଯାଏ HOLO COMPONENT OBJECT:ସପ୍ତାହ ଦିନ HOLO MEMBER COLLECTION:ଆଠଦିନ HYPONYMY:ଗଲାକାଲି ଆସନ୍ତାକାଲି ପଅରଦିନ ଛୁଟି ଆଜି ତାରିଖ ତିଥି ଖ୍ରୀଷ୍ଟମାସ ବଦଳିଆ ବାସିଔରା ବଜାରବନ୍ଦ ଦିନ ଅଶରା ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଦିବା ଦିବସWordnet:asmদিন benদিন gujદિવસ hinदिन kanದಿನ kokदीस malദിവസം marदिवस mniꯅꯨꯃꯤꯠ nepदिन panਦਿਨ sanदिवसः tamபகல் telపగలు urdدن , روز noun ସପ୍ତାହର କୌଣସି ଦିନ Ex. ସୋମବାର ସପ୍ତାହର ପ୍ରଥମ ଦିନ HYPONYMY:ପୁଣ୍ୟତିଥି ସୋମବାର ବୁଧବାର ଗୁରୁବାର ଶୁକ୍ରବାର ଶନିବାର ରବିବାର ମଙ୍ଗଳବାର ଚୈତ୍ରପୂର୍ଣ୍ଣିମା ଅନଧ୍ୟାୟ ଶୁଭଦିନ ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ବାର ଦିବସWordnet:asmদিন bdसान benদিন hinदिन kasدۄہ malദിവസം nepदिन sanदिनम् tamதினம் telదినము urdدن , روز , یوم noun ବହୁତ ଅଧିକ ସମୟ Ex. ଅପେକ୍ଷାରେ ତାଙ୍କର ଦିନ ସରିଗଲା ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଯୁଗ ସମୟWordnet:bdसम benযুগ gujજમાનો hinजमाना kasزمانہٕ kokकाळ mniꯀꯨꯝ nepजमाना panਜਮਾਨਾ tamகாலம் telకాలం urdزمانہ , مدت , عرصہ noun ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା Ex. ଗୋଟିଏ ଦିନରେ ଆଠ ପ୍ରହର ଥାଏ HYPONYMY:ଅକ୍ଷୟ ତୃତୀୟା ସ୍ୱାଧୀନତା ଦିବସ ଗଣତନ୍ତ୍ର ଦିବସ ଦିନ ଅଧିଦିବସ ଅପରଦିନ ନବରାତ୍ରି ବାର୍ଷିକ ଜନ୍ମଦିନ ଅପରିଦିନ ଅଧିଦିନ ନୌରୋଜ ଜନ୍ମ ଦିନ ବାହାଘର ଦିନ ଦଶାହ ଇଖରାଜ ହୋଲି MERO COMPONENT OBJECT:ଦିନ ରାତି ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଦିବସWordnet:benদিন kanದಿನ kasدۄہ kokदीस mniꯅꯣꯡꯃ panਦਿਨ sanवासरः telరోజు urdروز , یوم , دن noun ନିଶ୍ଚିତ ବା ଉଚିତ ସମୟ Ex. ଆଜି ମୋ ପୁଅର ଜନ୍ମଦିନ ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଦିବସWordnet:marदिन urdیوم , روز , دن noun ଯେଉଁ ସମୟସୀମା ମଧ୍ୟରେ କିଛି ବିଶେଷ ଘଟଣା ଘଟିଥାଏ Ex. କଲେଜ ଦିନଗୁଡ଼ିକରେ ଆମେ ବହୁତ ମଜା କରୁଥିଲୁ HYPONYMY:ରଜୋନିବୃତ୍ତି ଋତୁ ଉତ୍ସବ ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ସମୟWordnet:kasدۄہ , وَقھ panਦਿਨ telరోజు urdروز , وقت , یوم , دن noun ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ Ex. ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଦିବସWordnet:gujદિવસ sanदिनम् telరోజు urdیوم , روز , دن , وقت noun ଭଲ ସମୟ Ex. ଅପେକ୍ଷା କର, ତୁମ ଦିନ ବି ଆସିବ HYPONYMY:ସୁଦିନ ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଦିବସWordnet:asmসুদিন kasدۄہ malനല്ല സമയം nepदिन sanसुदिनम् urdساعت , وقت , روز , دن noun କୌଣସି ଗ୍ରହକୁ ନିଜ ଅକ୍ଷରେ ଥରେ ବୁଲିବାପାଇଁ ଲାଗୁଥିବା ସମୟ Ex. ବୃହସ୍ପତିର ଦିନ ପୃଥିବୀର ଦିନଠାରୁ ବଡ଼ ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଦିବସWordnet:panਦਿਨ see : ସମୟ, ତାରିଖ Related Words ଦିନ ତିନି ଦିନ ବଜାରବନ୍ଦ ଦିନ ବାହାଘର ଦିନ ଅନ୍ୟ ଦିନ ଅବମ-ଦିନ ବହୁତ ଦିନ ଜନ୍ମ ଦିନ ପ୍ରତ୍ୟେକ ଦିନ ଭଳି ସବୁ ଦିନ ଭଳି ଦିନ ପରେ ଦିନ ଅର୍କ ଦିନ ଏଗାର ଦିନ ଦିନ ଦର୍ଶିକା ଦିନ-ପ୍ରତିଦିନ ପ୍ରତ୍ୟେକ ଦିନ अनैठ अवम दिन अवमदिनम् تعطیل بازار અવમદિન অনেঠ অবম দিন અણુજો یٔنِوول सहालग दिनत्रय दिवसः तिवार तिवास ترٛےٚ دۄہ పగలు জন্ম দিন তিন দিন বিয়ের দিন ਸਾਹੇ ਦਾ ਦਿਨ જન્મ દિવસ તિવાસ લગ્નગાળો പിറന്നാള് day-shift day by day 11th आनी केन्ना तरी सदां भशेन गुबुन दिनबादियै गुबुन सनाव रोजच्याप्रमाणे eleventh எப்பொழுதும் போல் மற்றொரு நேரத்தில் हस्बेमामूल অন্যান্য দিনের মত অন্য দিন বা সময় ਹਮੇਸ਼ਾਂ ਦੀ ਤਰ੍ਹਾਂ બીજે દિવસે હંમેશ માફક കടമുടക്കം കീഴ്വഴക്കമനുസരിച്ച് खूप दिवस واریاہ کالہٕ پٮ۪ٹھ अन्यदा अन्येद्यु अन्येद्युः अर्कैदिन जोनोम सान बहुत समय calendar پَگَہہ பகல் விடுமுறை చాలా సమయం অন্যদিন বহুত সময় ਬਹੁਤ ਸਮੇਂ ਬੰਦ વર્ષો ತುಂಬಾ ಸಮಯ ദീര്ഘകാലം മറ്റൊരുനേരത്ത് day 24-hour interval hard times वाडदीस solar day दिवस दीर्घकालः twenty-four hour period twenty-four hours long time mean solar day day of the week چُھٹی دۄہ বহুদিন ਕਲ ਦਿਨ દિવસ ദിവസം दिन Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP