Dictionaries | References

ସଂରକ୍ଷଣ

   
Script: Odia

ସଂରକ୍ଷଣ

ori.wordnet.indo | Oriya  Oriya |   | 
 noun  ଭଣ୍ଡାର କରିବା ବା ହେବା ପ୍ରକ୍ରିୟା   Ex. ଅଳିଆ ଆବର୍ଜନା ସଂରକ୍ଷଣର ସମୁଚିତ ବ୍ୟବସ୍ଥା ହେବା ଉଚିତ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ସଂରକ୍ଷିତ କରିବାର କ୍ରିୟା ବା ଖରାପ ହେବା ବା ନଷ୍ଟ ହେବାରୁ ରକ୍ଷା କରିବାର କ୍ରିୟା   Ex. ଶୀତଳ ଭଣ୍ଡାରରେ ଫଳ,ପନିପରିବା ଆଦିର ସଂରକ୍ଷଣ କରାଯାଏ
HYPONYMY:
ସଂରକ୍ଷଣ ପ୍ରାକୃତିକ ସଂରକ୍ଷଣ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଭବିଷ୍ୟ ଆଦି ନିମନ୍ତେ ବା ଆଗକୁ ହେଉଥିବା ଆବଶ୍ୟକତା କାରଣରୁ ଅଗ୍ରୀମ ବା ସଞ୍ଚି ରଖିବାର କ୍ରିୟା   Ex. ସଂରକ୍ଷଣଦ୍ୱାରା ଭବିଷ୍ୟତର ଅସୁବିଧାରୁ ରକ୍ଷା କରାଯାଇପାରିବ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
mniꯂꯤꯁꯤꯟꯗꯨꯅ꯭ꯊꯝꯕ
   see : ସୁରକ୍ଷା, ପୃଷ୍ଠପୋଷକ, ଦେଖାରଖା, ସୁରକ୍ଷା ବ୍ୟବସ୍ଥା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP