Dictionaries | References ଭ ଭକ୍ତି Script: Odia Meaning Related Words Rate this meaning Thank you! 👍 ଭକ୍ତି ori.wordnet.indo | Oriya Oriya | | noun ଦେବୀ ଦେବତା ବା ଈଶ୍ୱରଙ୍କ ପ୍ରତି ରଖାଯାଉଥିବା ବିଶେଷ ପ୍ରେମ Ex. ଈଶ୍ୱରଙ୍କ ପ୍ରତି ଭକ୍ତି ରହିବା ଆବଶ୍ୟକ HYPONYMY:ନବଧା ଭକ୍ତି ଆତ୍ମନିବେଦନ ଦାସ୍ୟ ପାଦସେବା ବନ୍ଦନା ଶ୍ରବଣ ସଖା ଭାବ ସ୍ମରଣ ଅଭ୍ୟାସ ONTOLOGY:मनोवैज्ञानिक लक्षण (Psychological Feature) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:benভক্তি gujભક્તિ hinभक्ति kanಭಕ್ತ kasعشِق , بَنٛدگی kokभक्ती malഭക്തി marभक्ती mniꯑꯆꯦꯠꯄ꯭ꯊꯥꯖꯕ nepभक्ति panਭਗਤੀ tamபக்தி telభక్తి urdبھگتی , عبودیت , عقیدت noun କୌଣସି ଜ୍ୟେଷ୍ଠବ୍ୟକ୍ତିଙ୍କ ପ୍ରତି ଥିବା ଶ୍ରଦ୍ଧା ବା ଆଦର ଭାବ Ex. ଜ୍ଞାନପ୍ରାପ୍ତ ନିମନ୍ତେ ଗୁରୁଙ୍କ ପ୍ରତି ଭକ୍ତି କରିବା ଆବଶ୍ୟକ ବୋଲି ସନ୍ଥ, ମହାତ୍ମାମାନେ କହିଛନ୍ତି HYPONYMY:ଅନ୍ଧ ଭକ୍ତି ONTOLOGY:मनोवैज्ञानिक लक्षण (Psychological Feature) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଭକ୍ତିଭାବWordnet:asmভক্তি hinभक्ति kanಭಕ್ತಿ kasجاں نثاری۔ پرجوش عقیدت۔ انتہائی خلوص۔ وقف۔ عبادت۔ kokभक्ती malഗുരുഭക്തി mniꯅꯣꯜꯂꯨꯛꯅ꯭ꯅꯤꯡꯖꯕ telభక్తి urdعقیدت , بھکتی , بھگتی noun ଏକ ବର୍ଣ୍ଣବୃତ୍ତ Ex. ଭକ୍ତିର ପ୍ରତ୍ୟେକ ପାଦରେ ତଗଣ, ୟଗଣ ଏବଂ ଶେଷରେ ଦୁଇଟି ଗୁରୁ ଥାଏ ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:sanभक्तिः urdبَھکتِی Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP