Dictionaries | References

ଦର୍ଶନ

   
Script: Odia

ଦର୍ଶନ

ori.wordnet.indo | Oriya  Oriya |   | 
 noun  ଆଖିରେ କୌଣସି ବ୍ୟକ୍ତି,ବସ୍ତୁ ଆଦିର ହେଉଥିବା ବୋଧ   Ex. କାମର ବ୍ୟସ୍ତତା କାରଣରୁ ଏକ ମାସ ହେଲା ବାପାଙ୍କ ଦର୍ଶନ ହୋଇନାହିଁ
HYPONYMY:
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଶ୍ରଦ୍ଧା, ଭକ୍ତି, ଓ ବିନମ୍ରତାପୂର୍ବକ ଦେବତା, ଦେବମୂର୍ତ୍ତି ଅଥବା ବଡ଼ମାନଙ୍କୁ କରାଯାଉଥିବା ସାକ୍ଷାତକାର   Ex. ଆମେ ମହାତ୍ମାଜୀଙ୍କ ଦର୍ଶନ କରିବାପାଇଁ ଯାଉଛୁ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ସେହି ବିଚାରଧାରା ଯେଉଁଥିରେ ପ୍ରକୃତି,ଆତ୍ମା,ପରମାତ୍ମା ଓ ଜୀବନର ଅନ୍ତିମ ଲକ୍ଷ୍ୟ ଆଦିର ବିବେଚନା ହୋଇଥାଏ   Ex. ବୌଦ୍ଧ ଦର୍ଶନ ଅନୁସାରେ ସଂସାର କ୍ଷଣଭଙ୍ଗୁର
ONTOLOGY:
दर्शन (Philosophy)विषय ज्ञान (Logos)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP